ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍ଏଚ୍)ର ନୟାଗଡ ସତ୍ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା…
ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ…
ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।…
ନୟାଗଡ଼ ଅଫିସ/ରଣପୁର, ୧୮ା୯(ସ୍ବ.ପ୍ର.): ରଙ୍ଗବେରଙ୍ଗର ଫୁଲ ଗଛ ସହ ବିଭିନ୍ନ ଔଷଧିୟ ଗଛରେ ଝଲଶୁଛି ଶ୍ମଶାନ। ଯାହାକି ପାର୍କର ଭ୍ରମ ସୃଷ୍ଟି କରୁଛି। ନୟାଗଡ଼ ଜିଲା ରଣପୁର…
ନୟାଗଡ ଅଫିସ,୧୪।୯: ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ଼ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇରେ ଅର୍ଥ ଅପବ୍ୟୟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରୀ…
ନୟାଗଡ ଅଫିସ,୧୧ା୯: କରୋନା ଯୋଗୁ ଗାଁକୁ ଫେରିଥିବା ଶ୍ରମିକ ଏବେ ପୁଣି ଦାଦନ ମୁହାଁ ହେଲେଣି। ବୁଧବାର ରାତିରେ ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୩୦ ଶ୍ରମିକ…
ନୟାଗଡ଼ ଅଫିସ, ୯।୯: ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଲୋକ ଗାଁ ଦାଣ୍ଡରେ ଗୋଡାଇ…
ନୟାଗଡ ଅଫିସ,୭ା୯: ନୟାଗଡ ସହର ନୀଳାଦ୍ରିବିହାରରେ ଜଣେ କରୋନା ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକ ପ୍ରଶାସନକୁ ନଜଣାଇ ପୋଡ଼ି ଦେଇଛନ୍ତି। ଖବର ଜଣାପଡ଼ିବା ପରେ…
ନୟାଗଡ ଅଫିସ/ଗଣିଆ/ଭାପୁର,୩୧। ୮(ଡି.ଏନ.ଏ.): ପ୍ରଳୟଙ୍କରୀ ବନ୍ୟା ଯୋଗୁ ନୟାଗଡ଼ ଜିଲାର ୭୧ଟି ଗ୍ରାମ ଜଳବନ୍ଦୀରେ ରହିଛି। ଏଥିରେ ଗଣିଆ ବ୍ଲକର ୬୮ ଓ ଭାପୁର ବ୍ଲକ ଫତେଗଡ…
ନୟାଗଡ଼ ଅଫିସ,୩୦ା୮: ବୃତ୍ତଙ୍ଗ ନଦୀରେ ଭାସି ଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲେ ହେଁ ସେମାନେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି।…