ବାରିପଦା,୨୯ା୬(ନୀଳାଦ୍ରି ବିହାରୀ ଦଣ୍ଡାପଟ): ଓଡ଼ିଶାବାସୀ ଭୋଟ ଦେଇ ନିର୍ବାଚିତ କରିଥିବା ଜନପ୍ରତିନିଧିମାନଙ୍କୁ ଅବହେଳା କରାଯାଉଛି। ମନ୍ତ୍ରୀ, ବିଧାୟକମାନେ ହାତଯୋଡି ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଭଳି କାର୍ଯ୍ୟକଳାପକୁ ଓଡ଼ିଶାବାସୀ…
ବାରିପଦା,୨୭।୬: ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ମଙ୍ଗଳବାର ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ପାଶର୍ବକୁ ଓଲଟିପଡିଛି…
ବାରିପଦା,୨୪।୬: ଶିମିଳିପାଳ ଅଭୟାରଣ୍ୟର ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଅଭିଯୁକ୍ତ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା…
ବାରିପଦା, ୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ଏଜୁକେଶନାଲ ଇ-ଷ୍ଟୁଡିଓର ଶୁଭାରାମ୍ଭ ହୋଇଛି। ମୁଖ୍ୟଅତିଥି…
ବାରିପଦା,୨୧।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିକାରୀଙ୍କ ଗୁଳିରେ ମାସକ ମଧ୍ୟରେ ଦୁଇ ବନ କର୍ମଚାରୀ ନିହତ ହେବା ପରେ ସୁରକ୍ଷା ଦାବି ନେଇ ବନ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
ବଡ଼ସାହି,୨୦।୬(ସ୍ବପ୍ର, ଦୀପକ ବୁଗୁଡେଇ): ମୟୂରଭଞ୍ଜ ଜିଲା ବଡ଼ାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ବସ୍ ବାଇକକୁ ଧକ୍କା ଦେଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ…
ବାରିପଦା,୨୦ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଜଗନ୍ନାଥ ମନ୍ଦିରରେ ସୋମବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ତିନି ଦିଅଁଙ୍କ…
କୁଳିଅଣା,୧୯ା୬(ଆଦିକନ୍ଦ ସାହୁ): ୨ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହି ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ପାରୁଳିଆ ପଞ୍ଚାୟତ ବଡ଼ହଳଦିଆକନ୍ଦ ଗ୍ରାମର ଚନ୍ଦନ କୁମାର ପାତ୍ରଙ୍କଠାରୁ…
ଠାକୁରମୁଣ୍ଡା,୧୭।୬ (ତାରାକାନ୍ତ ପଟ୍ଟନାୟକ): ଶିକାରୀଙ୍କ ଗୁଳିରେ ରକ୍ତରଞ୍ଜିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ। ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ ଅନ୍ତର୍ଗତ ଗାମଛାଚରଣ ବିଟ୍ ଅଞ୍ଚଳରେ ଶିକାରୀଙ୍କ…
ବାରିପଦା ଅଫିସ,୧୭।୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟର କିରାଣି ରାମଚନ୍ଦ୍ର ସେନଙ୍କ ଘରେ ଶନିବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି…