କେନ୍ଦୁଝର

ନିର୍ମାଣର ଏକ ମାସ ନ ପୂରୁଣୁ ପିଚୁ ଉଠିଲା

ପାଟଣା,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣାଧୀନ ଧାନବେଣୀ-ବନବୀର ୨୦ କି.ମି ରାସ୍ତା ନିର୍ମାଣରେ ଅନିୟମିତତା ଦେଖାଯାଇଛି। ରାସ୍ତାର ଭାଳିଆ ଡାଳରୁ କଟାବେଡ଼ା…

3 years ago

ଚମ୍ପୁଆ ସେକ୍ସନକୁ ଫେରିଲେ ୨୪ ହାତୀ

ଚମ୍ପୁଆ,୧୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାଲିବନ୍ଧ ସେକ୍ସନରୁ ରବିବାର ରାତିରେ ୨୪ ଟିକିଆ ହାତୀପଲ ଚମ୍ପୁଆ ସେକନ୍ସକୁ ଫେରିଛନ୍ତି। କାଳିକାପ୍ରସାଦ ରିଜର୍ଭ ଜଙ୍ଗଲରେ ରହିଥିବା…

3 years ago

ବାକି ପଡ଼ିଛି ୬ ହଜାର କୋଟି

ଯୋଡ଼ା,୧୬ା୫(ଡି.ଏନ୍‌.ଏ.): ଓଡ଼ିଶାର ଖଣି ବହୁଳ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଖଣି ଦୁର୍ନୀତିକୁ ନେଇ ୨୦୦୯- ୧୦ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଦୁର୍ନୀତିର ତଦନ୍ତ କରିବା…

3 years ago

ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ରାମ ନାମ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.): କେନ୍ଦୁଝର ପୁରୁଣା ସହରର ପ୍ରସନ୍ନ ପତିଙ୍କ କନ୍ୟା ସୁଶ୍ରୀ ସୁମନ ପତି ୨୮ ଇଞ୍ଚ ଓସାର, ୩୪ ଇଞ୍ଚ ଲମ୍ବ ବିଶିଷ୍ଟ ଏକ ଡ୍ରଇଂ…

3 years ago

ବିବାହର ୮ ମାସ ପରେ ନାବାଳିକା ଉଦ୍ଧାର

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ବିବାହର ୮ ମାସ ପରେ ବାଲେଶ୍ୱର ଜିଲା ଅଞ୍ଚଳର ଜଣେ ନାବାଳିକାଙ୍କୁ ସୋମବାର ଆନନ୍ଦପୁର ଥାନା କୋଡ଼ପଡ଼ାର ଗଉଡ଼ଡିହା ଅଞ୍ଚଳରୁ ଚାଇଲ୍ଡଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି।…

3 years ago

ଚକା ଫାଟି ପୋଲ ତଳକୁ ଖସିଲା ଟ୍ରାକ୍ଟର

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଦିପୁନ ନାଏକ ନାମକ ଜଣେ ଯୁବକ ଟ୍ରାକ୍ଟର ଧରି ଯାଉଥିବା ବେଳେ ରେମାଳ ପୋଲ ଉପରେ ଚକା ଫାଟିଯାଇଥିଲା। ଫଳରେ…

3 years ago

ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା…

3 years ago

କାରଖାନାରେ ଦୁର୍ଘଟଣା: ଅକ୍ସିଜେନ ସିଲିଣ୍ଡର ଫାଟି ୩ ଗୁରୁତର

ବଡ଼ବିଲ,୧୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ-ବଲାଣି ରାସ୍ତା ମାଟକାମବେଡ଼ାରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ୍‌ କମ୍ପାନୀ ପ୍ରାଇଭେଟ ଲିମିଟେଡ୍‌ରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଅକ୍ସିଜେନ୍‌…

3 years ago

ଜଳନ୍ତା ଚୁଲିରେ ପଡ଼ି ଶିଶୁ ଗୁରୁତର

ହାଟଡିହୀ,୧୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଦଲିକି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗ୍ରାମର ବାଜୁ ହୋଙ୍କ ସ୍ତ୍ରୀ ବୁଧୁନି ଶନିବାର…

3 years ago

ହାରିନାହାନ୍ତି ସୁଶୀଳା

କେନ୍ଦୁଝର,୧୪।୫(ସ୍ବ.ପ୍ର.): ପରିବାରରେ ସନ୍ତାନମାନଙ୍କ ଭବିଷ୍ୟତ ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସନ୍ତାନର ଲାଳନପାଳନ ସହ ଘର, ପରିବାର ଚଳାଇବାରେ ମା’ଙ୍କ ଗୁରୁତ୍ୱ ଅଧିକ। ନିଜ ପିଲା…

3 years ago