କଳାହାଣ୍ଡି

ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟିତ: ନିରାଶ୍ରୟଙ୍କୁ ମିଳିବ ଆଶ୍ରୟ

କେସିଙ୍ଗା,୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ନବନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଅଧ୍ୟକ୍ଷ ନୃପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ…

1 year ago

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ

ଭବନୀପାଟଣା,୫।୮(ଉତ୍ତମ କୁମାର ଦାଶ)-ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗତ ଗୁରୁବାର ପୂବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ…

1 year ago

ସରକାରଙ୍କ ମାଗଣା ବିହନ ଅପହଞ୍ଚ: ଚାଷୀ ମହଲରେ ଉଦ୍‌ବେଗ

ଭବାନୀପାଟଣା,୫ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚାଷୀମାନେ କିଭଳି ଧାନ ସହ ଅନ୍ୟାନ୍ୟ ଡାଲିଜାତୀୟ ଶସ୍ୟ ଚାଷ କରିପାରିବେ ସେଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ବିରି ଓ…

1 year ago

ସ୍ବାଧୀନତା ଦିବସ ପ୍ରସ୍ତୁତି …

କେସିଙ୍ଗା,୪ା୮(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ପକ୍ଷରୁ ଆସନ୍ତା ୧୫ ତାରିଖରେ ପାଳନ ହେବାକୁ ଥିବା ସ୍ବାଧୀନତା ଦିବସ ପାଇଁ ସୋମବାର ପ୍ରସ୍ତୁତି ବୈଠକ ସଦ୍‌ଭାବନା…

1 year ago

ପରିତ୍ୟକ୍ତ ଅବସ୍ଥାରେ ରାଜିବ ଗାନ୍ଧୀ ସେବା କେନ୍ଦ୍ର

ରିଷିଡା, ୪।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସ୍ଥିତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଦିର୍ଘବର୍ଷ ହେଲା କର୍ଲାମୁଣ୍ଡା…

1 year ago

ପ୍ରଦୀପ ହେଲେ କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜେଡି ସଭାପତି ଭାବେ ସୋମବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମନୋନୀତ ହୋଇଛନ୍ତି। ଏ ନେଇ ଦଳର ସଭାପତି…

1 year ago

ଅଧରାତିରେ ଫେରୁଥିବାବେଳେ ବାଇକ୍‌ ସହ କେନାଲରେ ପଡ଼ିଗଲେ ଯୁବକ: ଆଜି ସକାଳୁ…

କର୍ଲାମୁଣ୍ଡା,୪/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ମୃତଦେହ ପଡିରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ…

1 year ago

କାର୍ଯ୍ୟକାରୀ ହେଉନି, ଘୋଷଣାରେ ସୀମିତ: କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବିତ

ଭବାନୀପାଟଣା, 4।୮(ଉତ୍ତମ କୁମାର ଦାଶ):କଳାହାଣ୍ଡିରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ ହେଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୨୦୧୪ରେ କେବିକେରେ ଦ୍ୱିତୀୟ କୃଷି…

1 year ago

୮ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରୁନି

କର୍ଲାମୁଣ୍ଡା, ୪।୮(ପ୍ରଦୀପ କୁମାର ସାହୁ):ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାଙ୍କୁ ଉତ୍ତମ ସେବା ଓ ପରାମର୍ଶ ଯୋଗେଇବା ଉଦ୍ଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି କର୍ମୀ…

1 year ago

ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକଙ୍କ ପରଲୋକ

ରିଷିଡ଼ା,୨ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନେତ୍ରାନନ୍ଦ ବାରିକ (୭୨)ଙ୍କ ଶନିବାର ନିଜ ବାସଭବନରେ ପରଲୋକ ହୋଇଛି। ସେ…

1 year ago