ଯାଜପୁର

ଚଢ଼ାଉ ପୂର୍ବରୁ ଖାଦାନ ଶୂନ୍‌ଶାନ୍‌

ଯାଜପୁର ଅଫିସ,୨୨ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ସୀମା ଟପିବାକୁ ବସିଲାଣି। ବିଶେଷକରି ମୂଲ୍ୟବାନ କଳାପଥର ଖାଦାନରୁ ବେଆଇନ ଉତ୍ତୋଳନ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର…

3 years ago

କାଳବୈଶାଖୀରୁ ୪ ଘଣ୍ଟା ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର ଅଫିସ, ୨୨।୫: କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁୁ ପୁରୀରୁ ହାଓଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ (ନଂ. ୨୨୮୯୬) ଭଦ୍ରକ…

3 years ago

୩ ସନ୍ତାନ ପାଇଁ ରଦ୍ଦ ହେଲା ସମିତିସଭ୍ୟ ପଦ

ଚଣ୍ଡିଖୋଲ,୨୧।୫(ଡି.ଏନ.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଭୁଷଣ୍ଡପୁର ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ଚଣ୍ଡିଖୋଲ କୋର୍ଟର ସବ୍‌ଜଜ ସୌଭାଗ୍ୟ ରଞ୍ଜନ ସ୍ବାଇଁ…

3 years ago

ବରାହ ପୀଠରୁ ମୂର୍ତ୍ତି ଚୋରିକୁ ୮ ବର୍ଷ

ଯାଜପୁରଟାଉନ,୨୧ା୫(ଡି.ଏନ.ଏ.): ଯାଜପୁର ବରାହ ପୀଠରୁ ମୂର୍ତ୍ତି ଚୋରି ଘଟଣାକୁ ୮ ବର୍ଷ ପୂରିଯାଇଛି। ହେଲେ ଏ ପର୍ଯ୍ୟନ୍ତ ଚୋରିର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଦୁର୍ବୃତ୍ତଙ୍କୁ କାବୁକରି…

3 years ago

ଜରିମାନା ଦେବାକୁ ଲୁଟ୍‌ ଜୋରଦାର

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ମୂଲ୍ୟବାନ କଳାପଥର ଚୋରି ଏବେ ଆହୁରି ଜୋର ଧରିଛି। ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦…

3 years ago

ଅବହେଳିତ ଶାଳପତରିଆ ଆଦିବାସୀ ବସ୍ତି

କାଏମା,୨୦ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଗୁଡ଼ିକ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ବ ସେ ଦାୟିତ୍ୱ ପ୍ରଶାସନିକ ଅଧିକାରୀଙ୍କ…

3 years ago

ଗଛଡାଳ ଭାଙ୍ଗିଲା, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଲା

ରସୁଲପୁର,୨୦ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ସ୍ବଳ୍ପ ଅବଧିର ଝଡ଼ତୋଫାନ ଯୋଗୁ ଓଡ଼ିଶୋ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି ରାସ୍ତା…

3 years ago

ଆପତ୍ତି ଉଠାଇଲେ ଏଜି

ଯାଜପୁର ଅଫିସ,୨୦ା୫: ରାଜ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କ ସୁରକ୍ଷାରେ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ଏହି ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପ୍ରମାଣପତ୍ର ଜାଲ୍‌ ବୋଲି ଯାଞ୍ଚ ପ୍ରକ୍ରିୟାରେ ସ୍ପଷ୍ଟ…

3 years ago

ଲୋପ ପାଇବେ ବିଞ୍ଝାରପୁରୀ ଗାଈ

ଯାଜପୁର ଅଫିସ,୧୮ା୫: ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦକୁ ୨୦୧୦ ମେ ମାସରେ ଜାତୀୟ ମାନ୍ୟତା ମିଳିଥିଲା। ଏହାସହ ମାଲକାନଗିରି ଜିଲାର ମୋଟୁ, ଗଞ୍ଜାମ ଓ ଫୁଲବାଣୀ…

3 years ago

ଯାଜପୁର-କେନ୍ଦ୍ରାପଡ଼ା ସୀମାରେ ଚୋରାତେଲ କାରବାର

ବାଲିଚନ୍ଦ୍ରପୁର,୧୮ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥର ଯାଜପୁର-କେନ୍ଦ୍ରାପଡ଼ା ଜିଲା ସୀମାନ୍ତ ଇଲାକାରେ ବ୍ୟାପକ ଚୋରା ପେଟ୍ରୋଲ, ଡିଜେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ଶେଷ…

3 years ago