ଗଞ୍ଜାମ

ଫାଣ୍ଡିରୁ ଅଭିଯୁକ୍ତ ସ୍ବାମୀ ଚମ୍ପଟ: ପୋଲିସର ପାରିବାପଣିଆ ପ୍ରତି ଉଠିଲା ପ୍ରଶ୍ନ

ଗୋପାଳପୁର,୧୯।୭(ନବୀନ ରାଜ ଆଚାରୀ): ନବବଧୂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ଧରି ବାପଘର ଲୋକେ ପୋଲିସ ଜିମା ଦେଇଥିଲେ। ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବ୍ରହ୍ମପୁର…

2 years ago

୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ଅଲେଖ କୁମାର ପ୍ରଧାନ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ମାମଲାର ୧୪ବର୍ଷ ପରେ…

2 years ago

ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ

ପୁରୁଷୋତ୍ତମପୁର,୧୯।୭(ସୀମାଞ୍ଚଳ ମିଶ୍ର): ଇଫ୍‌କୋର ଡାଇରେକ୍ଟର ତଥା ଭୂତସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତି ସଭାପତି ତଥା ବରିଷ୍ଠ ବିଜେଡି ନେତା ଓକିଲ ସୀମାଞ୍ଚଳ ପାଢୀଙ୍କ ଗୁରବାର ରାତିରେ…

2 years ago

ବ୍ୟାପୁଛି ଝାଡ଼ାବାନ୍ତି: ୨୫ରୁ ଅଧିକ ଆକ୍ରାନ୍ତ

ଭଞ୍ଜନଗର,୧୯।୭: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ୨୫ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ…

2 years ago

ପୁରୁଷୋତ୍ତମପୁର ତହସିଲରେ ଅବ୍ୟବସ୍ଥା, ମୌଳିକ ସେବା ଯୋଗାଇବାକୁ ଦାବି କଲା ଭାଜପା

ପୁରୁଷୋତ୍ତମପୁର,୧୮ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଗୁରୁବାର ଶାସକ ଭାରତୀୟ ଜନତା ପାର୍ଟି ସ୍ବର…

2 years ago

୪୨ ୱାର୍ଡକୁ ଗୋଟିଏ ଟିଫା ମେଶିନ

ବ୍ରହ୍ମପୁର,୧୭।୭(ସ୍ମୃତି ରଞ୍ଜନ ମହାଲିକ): ବର୍ଷା ଦିନ ଆରମ୍ଭରୁ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗରେ ପଡ଼ୁଛନ୍ତି। ବିଶେଷକରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ମ୍ୟାଲେରିଆ ଓ ବାତଜ୍ୱର ମଧ୍ୟ…

2 years ago

ବାହାନା ନାଳ ସ୍ଥିତି ସଙ୍ଗିନ, ବଢ଼ିଲା ଚିନ୍ତା

ବ୍ରହ୍ମପୁର,୧୭।୭(ଅଶୋକ କୁମାର ସାହୁ): ବ୍ରହ୍ମପୁର ସହର ଭିତର ଦେଇ ଯାଇଥିବା ବାହାନା ନାଳର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ନାଳର ବିଭିନ୍ନ ସ୍ଥାନରେ ଆବର୍ଜନା ପଡୁଥିବା ଓ ଅନେକ…

2 years ago

ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ

କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ତଥା…

2 years ago

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ଛତ୍ରପୁର, ୧୪ା୭ (ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ନିକଟ ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ…

2 years ago

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାମାୟଣ ନାଟକ…

2 years ago