ଗଞ୍ଜାମ

ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକତା: ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜଣକ…

6 years ago

ଜାଲ୍‌ ସାର୍ଟିଫିକେଟ, ବେରୋଜଗାରୀ ପ୍ରସଙ୍ଗ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୩୦।୧୧(ଡି.ଏନ.ଏ) -ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ବିଭିନ୍ନ ଦାବିନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଜିଲାରେ ବେରୋଜଗାରୀ ବଢୁଥିବାବେଳେ ବିଭିନ୍ନ କ୍ଷେତ୍ରରେ ଜାଲ୍‌…

6 years ago

୩ ଦିନ ପରେ ଟଳିଲା ବସ୍‌ ଧର୍ମଘଟ

ବ୍ରହ୍ମପୁର ଅଫିସ,୨୯ା୧୧- ୩ ଦିନ ପରେ ଧର୍ମଘଟରୁ ହଟିଛନ୍ତି ଗଞ୍ଜମ ଘରୋଇ ବସ୍‌ ମାଲିକ ସଂଘ।ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ କରିବା ନେଇ ମନ୍ତ୍ରୀଙ୍କ…

6 years ago

ବଡ଼ଭାଇ କୁରାଢ଼ି ଚୋଟରେ ସାନଭାଇ ମୃତ

ପୋଲସରା,୨୯ା୧୧- ଗଞ୍ଜାମ ଜିଲା ପୋଲସରା ବ୍ଲକ ବେଲଙ୍ଗା ପଞ୍ଚାୟତ ମନଶିଳା ଗ୍ରାମର ପଣ୍ଡିତ ନାହାକଙ୍କ ମବଡ଼ପୁଅ କେଶବ ତାଙ୍କ ସାନ ଭାଇ କୁନାଙ୍କୁ ଗୁରୁବାର ସକାଳେ ଘରୋଇ…

6 years ago

ସିବିଆଇ ଅଫିସର କହି ଲୁଟ୍‌

ଭଞ୍ଜନଗର,୨୯।୧୧(ଡି.ଏନ୍‌.ଏ.)- ଭଞ୍ଜନଗର ଆର୍‌ସିରୋଡ଼ରେ ଗୁରୁବାର ଜଣେ ଦୁର୍ବୃତ୍ତ ସିବିଆଇ ଅଫିସର କହି ଜଣେ ବ୍ୟକ୍ତିଙ୍କଠାରୁ ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ରର ଶିକାର ହୋଇଛନ୍ତି ଡ଼ାଲିଆ…

6 years ago

କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ, ୩ ଗିରଫ

ଦିଗପହଣ୍ଡି/ପାଟପୁର,୨୯ା୧୧(ଡି.ଏନ.ଏ.) - ଦିଗପହଣ୍ଡି ବନାଞ୍ଚଳ ପାଟପୁର ଉପବନାଞ୍ଚଳର ରତନେଇ ଜଙ୍ଗଲରୁ ବୁଧବାର କାଠ ଚୋରାଚାଲାଣ କରାଯାଉଥିବା ଖବରପାଇ ପାଟପୁର ବନପାଳ ଶିବରାମ ନାୟକ ସଦଳବଳ ପିପିଳିଗୁଡ଼ା ଗାଁ…

6 years ago

ନୂଆଗଡକୁ ପୁଣି ଲେଉଟିଲା ଡେଙ୍ଗୁ: ଜଣେ ମୃତ, ୨ ଆକ୍ରାନ୍ତ

ଆର.ଉଦୟଗିରି, ୨୯ା୧୧ (ଡି.ଏନ.ଏ.) - ମାସେ ନପୁରୁଣୁ ପୁଣି ନୁଆଗଡକୁ ଡେଙ୍ଗୁ ଲେଉଟିଛି। ବୁଧବାର ଡେଙ୍ଗୁରେ ଗ୍ରାମର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର…

6 years ago

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ

ଜି.ଉଦୟଗିରି,୨୮ା୧୧(ଡି.ଏନ.ଏ.)-ଜି.ଉଦୟଗିରି ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ପ୍ରଧାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଗୃହୀତ ହୋଇଛି । ଅନାସ୍ଥା ପ୍ରସ୍ତାବ ନିମନ୍ତେ ଗୁରୁବାର ବ୍ଲକ କାର୍ଯ୍ୟାଳୟରେ ହୋଇଥିବା…

6 years ago

ପକାରୀ ସରପଞ୍ଚ ହେଲେ ମଙ୍ଗଳୁ କହଁର

ଫିରିଙ୍ଗିଆ, ୨୮ା୧୧- ଫିରିଙ୍ଗିଆ ବ୍ଲକ ପକାରୀ ଉପ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି ା ମଙ୍ଗୁଳୁ କହଁର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବସୁଦେବ କହଁରଙ୍କୁ ୫୩…

6 years ago

ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୨୮ା୧୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି ା ବ୍ଲକର ୪୭ ସରପଞ୍ଚ ଓ ସମିତିସଭ୍ୟ ଗୁରୁବାର ଛତ୍ରପୁର…

6 years ago