ଗଜପତି

କ୍ରଶରରୁ ଚୋରି କରି ବନ୍ଧା ହେଲେ ୭ ଅଭିଯୁକ୍ତ

ପାରଳାଖେମୁଣ୍ଡିି,୨୩ା୬(ଡି.ଏନ୍‌.ଏ.): ମୋହନା ଥାନା ବନ୍ଧାଗୁଡା ଗାଁରେ ଥିବା ଏକ କ୍ରଶରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ବନ୍ଧାଗୁଡା ଗାଁର…

4 years ago

ବିକାଶ ଅପେକ୍ଷାରେ ମାନ୍ଦ୍ରାବାଜୁ ଗାଁ

ଆର.ଉଦୟଗିରି,୨୩ା୬(ଡି.ଏନ.ଏ.): ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତ ମାନ୍ଦ୍ରାବାଜୁ ଗ୍ରାମରେ ବିକାଶ ଅପହଞ୍ଚ। ଏବେ ବି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି।…

4 years ago

ଗଜପତିରେ ପେଟ୍ରୋଲ ଡିଜେଲ ଅଭାବ

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.)- ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲର ଅଭାବ ପରିଲିକ୍ଷିତ ହେଉଛି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବ୍ୟତୀତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା…

4 years ago

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍‌

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଆରମ୍ଭ ହୋଇଥିବା ସତ୍ତ୍ୱେ ସମାପ୍ତ ହୋଇପାରୁନାହିଁ। ଫରେଷ୍ଟ ଗେଟ୍‌ଠାରୁ ପୁରୁଣା କୋର୍ଟ ଏବଂ ପୁରୁଣା କୋର୍ଟଠାରୁ…

4 years ago

ବୁବୁ ପଣ୍ଡା ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୨ା୬: ଅତିରିକ୍ତ ଜିଲା ଜଜ୍‌ (ଏଡିଜେ)- ୧ ସଂଘମିତ୍ରା ଶର୍ମା ବହୁ ଚର୍ଚ୍ଚିତ ରଣ୍ଡାର ବୁବୁ ଓରଫ ଗଣେଶ ପଣ୍ଡା ହତ୍ୟା ମାମଲାର ବୁଧବାର ଶୁଣାଣି…

4 years ago

କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି:୨୨।୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଶ୍ୟାମ ନଗରରେ ମଙ୍ଗଳବାର ରାତିରେ ଚୋରି ହୋଇଛି। ପ୍ରକାଶ ଚୌଧୁରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ତାଲା ଭାଙ୍ଗି…

4 years ago

ଭାଲୁ ଆକ୍ରମଣରେ ୨ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି,୨୨ା୬(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣରେ ଦୁଇ ଦିନରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ମୃତକମାନଙ୍କ ପରିଚୟ…

4 years ago

ଲୋକଙ୍କ ସେବାରେ ଆସୁନି ସ୍ବଚ୍ଛ ପାନୀୟ ଜଳ ଯୋଗାଣ

ନୂଆଗଡ଼,୨୦।୬: ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ବେଳେ ଏଠାରେ ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା ସ୍ଥାପନ…

4 years ago

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା ସୁବିଧା…

4 years ago

କୋଟିଏ ଟଙ୍କାର ଗଞ୍ଜେଇ ଛାଡି ବ୍ୟବସାୟୀ ଚମ୍ପଟ

ଆର.ଉଦୟଗିରି,୧୬।୬(ଡି.ଏନ.ଏ.): ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍‌ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ…

4 years ago