ଢେଙ୍କାନାଳ

ଖୋଲୁଛି ପୁରୁଣା ପେଡ଼ି

ଢେଙ୍କାନାଳ,୨୫।୪: ବର୍ଷ ବର୍ଷ ଧରି ଥାନାରେ ଗଡୁଛି ମାମଲା। ଅଧିକାରୀ ବଦଳିଲେ ଥଣ୍ଡା ପଡ଼ିଯାଉଛି ତଦନ୍ତ। ନା ଅଭିଯୁକ୍ତ ଧରାପଡୁଛନ୍ତି ନା ପ୍ରସ୍ତୁତ ହୋଇପାରୁଛି ଫାଇନାଲ ରିପୋର୍ଟ।…

3 years ago

ଜାଲ ସାର୍ଟିଫିକେଟ୍‌ ତନାଘନା

ଢେଙ୍କାନାଳ ଅଫିସ,୨୫।୪: ଓଡ଼ିଶାର ଜାଲ୍‌ ସାର୍ଟିଫିକେଟ ଚେର ଢେଙ୍କାନାଳକୁ ଲମ୍ବିଛି। ଏହା ସ୍ପଷ୍ଟ ହେବାପରେ ଡାକ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ବିଧିବଦ୍ଧ…

3 years ago

କୂଅରେ ଖସିପଡ଼ି ନାବାଳକଙ୍କ ମୃତ୍ୟୁ

କାମାକ୍ଷାନଗର,୨୫।୪(ଡି.ଏନ୍‌.ଏ.): ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବାବେଳେ ଏକ ଖୋଲାକୂଅରେ ଖସିପଡ଼ି ଚାଲିଯାଇଛି ଜଣେ ନାବାଳକଙ୍କ ଜୀବନ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସରଦେଈପୁର ଗ୍ରାମରେ ସୋମବାର…

3 years ago

ପଚାପାଣିରେ ସାଲୁବାଲୁ ପୋକ

ଢେଙ୍କାନାଳ ଅଫିସ,୨୪।୪: ଆବର୍ଜନାରେ ଭର୍ତ୍ତିହୋଇଛି ଡ୍ରେନ୍‌। ଜଳ ନିଷ୍କାସନ ପଥକୁ ଜାମ୍‌ କରି ରଖିଛି ପଲିଥିନ, ଥର୍ମୋକୁଲ ଭଳି ବିପଜ୍ଜନକ ବର୍ଜ୍ୟ। ଜମି ରହିଥିବା ପାଣି ପଚିଗଲାଣି।…

3 years ago

ସୋଲଗଁାରେ ଖୋଲିବ ଏକଲବ୍ୟ ସ୍କୁଲ

ପରଜଙ୍ଗ, ୨୩।୪: (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ସୋଲଗଁାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବ। କେନ୍ଦ୍ର ଆଦିବାସୀ ବ୍ୟାପାର ଓ…

3 years ago

ଢ଼େଙ୍କାନାଳରେ ଇଦ ପାଳିତ

ଢେଙ୍କାନାଳ,୨୨।୪: ଢ଼େଙ୍କାନାଳ ସହରରେ ଶନିବାର ଇଦ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ମିନାବଜାର ଠାରେ ଥିବା ମସଜିଦ ଓ କାଞ୍ଚନ ବଜାର…

3 years ago

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ

ଢେଙ୍କାନାଳ ଅଫିସ,୨୨।୪: ମୂଳ ବେତନରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଦାବି ନେଇ ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇଛି। ସରକାର ଦାବି…

3 years ago

ଗୋଶାଳା, ମାଛ ମାର୍କେଟ ପ୍ରସ୍ତାବରେ ମୋହର

ଢେଙ୍କାନାଳ ଅଫିସ,୨୨।୪: ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଦଳମତ ନିର୍ବିଶେଷରେ…

3 years ago

ରାଜରାସ୍ତାରେ ଗର୍ଜିଲେ ଅମଲା

ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲେବୁଲ…

3 years ago

୫-ଟି ଅନୁଦାନ ବାଟମାରଣା

ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ପଞ୍ଚାୟତର ରଘୁନାଥଜୀଉ ବିଦ୍ୟାମନ୍ଦିରରେ ‘୫-ଟି’ ଅନୁଦାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବାରମାରଣା କରାଯାଉଥିବା ଅଭିଯୋଗ ହୋଇଛି।…

3 years ago