ଆମ ଜିଲା ଖବର

ସଙ୍ଗରୋଧ କେନ୍ଦ୍ରରେ ସାପ

ହିଞ୍ଜିଳିକାଟୁ,୨୪ା୫(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ଖମ୍ବେୟାଦୋରା ଜୁନିୟର କଲେଜରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ସରୀସୃପ ଦେଖି ଅନ୍ତେବାସୀମାନେ ଅତଙ୍କିତ ହୋଇ ପଡ଼ିଛନ୍ତି। ଗତ ୪ଦିନ ହେଲା ଏଠାରେ…

6 years ago

୯ ଜୁଆଡି ଗିରଫ, ୧୯ହଜାର ଟଙ୍କା ଜବତ

ହିଞ୍ଜିଳିକାଟୁ,୨୪ା୫(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନାସାହି ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ହିଞ୍ଜିଳିକାଟୁ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୯ ଜୁଆଡିଙ୍କୁ ଗିରଫ କରିଛି।…

6 years ago

ଆନ୍ଧ୍ରରୁ ଚନ୍ଦ୍ରଭାଗା କୂଳରେ ପହଞ୍ଚତ୍ଲେ ୧୧ ମତ୍ସ୍ୟଜୀବୀ

କୋଣାର୍କ,୨୪ା୫(ଡି.ଏନ.ଏ)- ଆନ୍ଧ୍ରପ୍ରଦେଶରୁ ସାମୁଦ୍ରିକ ପଥରେ ଏକ ମାଛଧରା ବୋଟରେ ୧୧ଜଣ ମତ୍ସ୍ୟଜୀବୀ ଆସି ରବିବାର ପୂର୍ବାହ୍ନରେ ଚନ୍ଦ୍ରଭାଗା କୂଳରେ ପହଞ୍ଚତ୍ଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ନୋଳିଆ ବସ୍ତିର…

6 years ago

ଇଦ୍‌ ପାଳନକୁ ନେଇ ସତର୍କତା: ମସ୍‌ଜିଦ୍‌ରେ ୧୪୪ ଧାରା ଜାରି

ରସୁଲପୁର, ୨୪।୫ (ଡି.ଏନ୍‌.ଏ.)-ଇଦ୍‌ ଉଲ୍‌ ଫିତର ପାଇଁ ରସୁଲପୁର ବ୍ଲକ ଅଧୀନ ବିଭିନ୍ନ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କରାଯାଇଛି। ବ୍ଲକର ମୁସଲମାନ ବହୁଳ ଅଞ୍ଚଳ ଭାବରେ…

6 years ago

କୃଷି କାର୍ଯ୍ୟାଳୟରେ ସାମାଜିକ ଦୂରତା ଭୁଲିଗଲେ ଚାଷୀ

ରସୁଲପୁର, ୨୪।୫ (ଡି.ଏନ୍‌.ଏ.)-କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଘାସମରା ଔଷଧ…

6 years ago

ନିୟମ ନ ମାନିବାରୁ ୬ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୪ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ରବିବାର ୫ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବାରମ୍ବାର ସଚେତନ ପରେ ସମ୍ପୃକ୍ତ ଦୋକାନଗୁଡିକର ବ୍ୟବସାୟୀମାନେ କରୋନା…

6 years ago

ଟ୍ରେନ୍‌ରେ କନ୍ୟାସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା

ଟିଟିଲାଗଡ଼, ୨୪।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ମହିଳା ବଗିରେ ରବିବାର ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଟ୍ରେନ୍‌ ବଲାଙ୍ଗୀର…

6 years ago

ଟ୍ରେନ୍‌ରେ ଫେରୁଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୨୪ା୫-ବିଶାଖାପାଟଣାରୁ ବଲାଙ୍ଗୀର ପହଞ୍ଚତ୍ଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଆସୁଥିବା ଜଣେ ପ୍ରବାସୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ କୋରାପୁଟ ଜିଲା ବୈପାରୀଗୁଡାର…

6 years ago

ଜଙ୍ଗଲରେ ଦିନ କାଟୁଛନ୍ତି ୧୩ ପ୍ରବାସୀ ଶ୍ରମିକ

ଲୋଇସିଂହା,୨୪।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଗାଁର ୧୩ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରୁନାହାନ୍ତି। ଫଳରେ ସେମାନେ ଗାଁ ନିକଟ…

6 years ago

ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି ୪…

6 years ago