ଆମ ଜିଲା ଖବର

ଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେ

ଜୟପୁର,୨୯ା୫(ଡି.ଏନ୍‌.ଏ.)-ଚାଷୀଙ୍କ ଅମଳ ରବିଧାନ କ୍ରୟ ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଛି। ମାତ୍ର ଚାଷୀଙ୍କ ଅମଳ ଧାନ ନିମ୍ନମାନର ଆଳ ଦେଖାଇ କୁଇଣ୍ଟାଲ ପିଛା…

6 years ago

ତାମିଲନାଡୁରୁ ସାଇକେଲରେ ଫେରୁଥିବା ୬ଜଣଙ୍କୁ ଘରକୁ ପଠାଇଲା ପୋଲିସ

ଦାରିଙ୍ଗବାଡି,୨୯ା୫(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ଦେଇ ବଲାଙ୍ଗିର ଜିଲାକୁ ୬ ପ୍ରବାସୀ ଶୁକ୍ରବାର ତାମିଲନାଡୁ ଫେରୁଥିଲେ। ଦାରିଙ୍ଗବାଡି ପୋଲିସ ସେମାନଙ୍କୁ ଉଦ୍ଧାର କରି ରନ୍ଧା ଖାଦ୍ୟ, ପାଣି ବିସ୍କୁଟ…

6 years ago

ଛତ୍ରପୁରରେ ଟ୍ରେନ୍‌ ଚେନ୍‌ ପୁଲିଂ କରି ପୁଣି ଓହ୍ଲାଇଲେ ୧୨୦୦ ପ୍ରବାସୀ: ଭୁଲିଗଲେ ସାମାଜିକ ଦୂରତା

ଛତ୍ରପୁର,୨୯ା୫(ଡି.ଏନ୍‌.ଏ)-ପୁଣି ଟ୍ରେନ ଚେନ ପୁଲିଂ କରି ଓହ୍ଲାଇ ପଡ଼ିଛନ୍ତି ପ୍ରବାସୀ। ଏପରି ଘଟଣା ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ସୁରଟରୁ ପ୍ରବାସୀଙ୍କୁ ନେଇ…

6 years ago

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୯ା୫- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବତାଗଡ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ରାଧା ଗୌଡ଼ (୨୪)। ଶାଶୁଘର…

6 years ago

ଅଭିନୟ ମାଧ୍ୟମରେ କରୋନା ସଚେତନତା

ଆରଡ଼ି,୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଶୁକ୍ରବାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଯାଜପୁର ଜିଲା ମଙ୍ଗଳପୁରର ଚିନ୍ମୟ କଲ୍ୟାଣ ସାମାଜିକ ସଂଗଠନ…

6 years ago

ଧାନ ଫସଲରେ ପତ୍ରପୋଡ଼ା ରୋଗ: ଚାଷୀ ହତାଶ

ଚମ୍ପୁଆ,୨୯ା୫(ଡି.ଏନ୍‌.ଏ.)- ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର ଅଢଙ୍ଗାପାଳ ଗ୍ରାମରେ ପତ୍ରପୋଡା ରୋଗ ଯୋଗୁ ପ୍ରାୟ ୪ ଏକର ଧାନ ଫସଲ ଉଜୁଡ଼ି ଯିବା ଆଶଙ୍କା…

6 years ago

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା ଧରି…

6 years ago

କୋଭିଡ୍‌ ହସ୍‌ପିଟାଲ ନର୍ସଙ୍କ ସ୍ବାବ ପରୀକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା କୁରୁଡ଼ାସ୍ଥିତ କୋଭିଡ୍‌-୧୯ ହସ୍‌ପିଟାଲରେ କାର୍ଯ୍ୟରତ ନର୍ସମାନଙ୍କର ସ୍ବାବ ପରୀକ୍ଷା ନିମନ୍ତେ ଦାବି କରାଯାଇଛି। ଶୁକ୍ରବାର ହସ୍‌ପିଟାଲ ସମ୍ମୁଖରେ ନର୍ସମାନେ ୨ଘଣ୍ଟା କାମ…

6 years ago

କ୍ୱାରାଣ୍ଟାଇନ କେନ୍ଦ୍ରରେ ଯୋଗ ଶିଖାଉଛନ୍ତି ଶୁଭେନ୍ଦୁ

ଚୌଦ୍ୱାର,୨୯ା୫(ଡି.ଏନ୍‌.ଏ)-ପୌରପାଳିକା ତରଫରୁ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ପୌରପାଳିକା ୧୭ ନଂ. ୱାର୍ଡ ନୂଆସାହିର ଶୁଭେନ୍ଦୁ ସିଂ ପ୍ରତିଦିନ ପ୍ରବାସୀମାନଙ୍କୁ ଯୋଗ…

6 years ago

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮: ବଢୁଛି ଆରୋଗ୍ୟ ହାର

ବ୍ରହ୍ମପୁର ଅଫିସ,୨୯ା୫-ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ଜିଲାରେ ୪ ନୂତନ ସଂକ୍ରମିତଙ୍କୁ ନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

6 years ago