ଆମ ଜିଲା ଖବର

କେନାଲ ନାହିଁ, ଜଳକର ଦାବିକୁ ବିରୋଧ

କେନ୍ଦ୍ରାପଡ଼ା ଅଫିସ,୧୭ା୧୧: କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଦୋବନ୍ଧା, ସୋବଳା, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନପୁର, ନୀଳକଣ୍ଠପୁର, ତମାଳଶାସନ, ଅରୁଆ, କେଶପୁର ଆଦି ଜମିକୁ ଏ ପର୍ଯ୍ୟନ୍ତ ଜଳସେଚନ…

4 years ago

୨ ବିଡିଓଙ୍କ ସମେତ ୧୦ ଜଣଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୭ା୧୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ଓ ବିରୁହଁା ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବ୍ୟାପକ ହରିଲୁଟ ସମ୍ପର୍କରେ ପର୍ଦ୍ଦାଫାଶ ହୋଇଛି। ଅନେକ ସରକାରୀ…

4 years ago

ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି: ଜେଇଙ୍କ ପରେ ଭାରପ୍ରାପ୍ତ ଏଇଇ ନିଲମ୍ବିତ

ନୟାଗଡ଼ ଅଫିସ/ଭାପୁର,୧୭ା୧୧(ଡି.ଏନ୍‌.ଏ.): ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଭାପୁର ବ୍ଲକ ଜେଇ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ନିଲମ୍ବନ ପରେ ପୁଣି ଓଡ଼ିଶା…

4 years ago

ବିଦ୍ୟୁତ୍‌ ସଂଯୋଗ କଟିବାରୁ ପାଠପଢ଼ା ବ୍ୟାହତ

ନାଉଗାଁ,୧୭ା୧୧(ସ୍ବ.ପ୍ର): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତକରଣ କରୁଛନ୍ତି। ଏହି ଯୋଜନାରେ ବିଦ୍ୟାଳୟର ଖେଳପଡ଼ିଆଠାରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯନ୍ତ…

4 years ago

ପୌରାଧ୍ୟକ୍ଷଙ୍କ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ

ଯାଜପୁର ରୋଡ୍‌,୧୭ା୧୧(ଡି.ଏନ୍‌.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ କ୍ଷମତାସୀନ…

4 years ago

ଶିକ୍ଷଣ ଆକଳନରୁ ବାଦ୍‌ପଡ଼ିଲା ୭୭ ବିଦ୍ୟାଳୟ

ଡେରାବିଶ, ୧୭ା୧୧(ସ୍ବ.ପ୍ର.): ମହାମାରୀ କରୋନା ସମୟରେ ଛାତ୍ରୀଛାତ୍ରଙ୍କୁ କରୋନା ବିପଦରୁ ରକ୍ଷା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା କଟକଣା…

4 years ago

ଆଜି ନାମାଙ୍କନ ଭରିବେ ସବୁ ଦଳର ପ୍ରାର୍ଥୀ

ପଦ୍ମପୁର,୧୭।୧୧(ଡି.ଏନ.ଏ.):ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଗୁରୁବାର ରହିଛି। ତେବେ ବୁଧବାର ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଗତ ସୋମବାର ଭାଜପା…

4 years ago

ବିଧାୟିକା ବିରୋଧୀ ମେଳିରେ ଫାଟ

ରସୁଲପୁର,୧୭ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ରସୁଲପୁର ବ୍ଲକର ୧୦ ପଞ୍ଚାୟତରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ସେହି ୧୦ ପଞ୍ଚାୟତ ପ୍ରଥମାଖଣ୍ଡି,…

4 years ago

କଂଗ୍ରେସ ନୀରବ: ଫାଇଦା ଆଶାରେ ବିଜେଡି, ଭାଜପା

ବରଗଡ଼ ଅଫିସ୍‌,୧୭।୧୧:ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଗଡ଼ ଥିଲା। ହେଲେ ବର୍ତ୍ତମାନ ଉକ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ୁଛି। ବିଗତ…

4 years ago

ପ୍ରଚାରକୁ ଓହ୍ଲାଇଲେ ବର୍ଷା

ପାଇକମାଳ,୧୭।୧୧(ଡି.ଏନ.ଏ.):ପଦ୍ମପୁର ଉପ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପୂର୍ବରୁ ବୁଧବାର ପ୍ରଥମ କରି ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ପାଇକମାଳ ଜୋନ-୧ ଅଧୀନ ସାଲେପାଲିଠାରେ ଅନୁଷ୍ଠିତ…

4 years ago