ଆମ ଜିଲା ଖବର

ଚକ ସଂଖ୍ୟା ଅନୁଯାୟୀ ରଥରେ ରହିବେ ଘଣ୍ଟୁଆ

ପୁରୀ ଅଫିସ,୧।୬: ଜୁନ ୪ରେ ସ୍ନାନଯାତ୍ରା। ଏହିଦିନ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି…

3 years ago

ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୧।୬: ଶ୍ରୀମନ୍ଦିରରେ ବୁଧବାର ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ଶ୍ରୀମଦନ ମୋହନଙ୍କୁ…

3 years ago

ଆଜିଠୁ ଖୋଲିବ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ପୁରୀ ଅଫିସ,୧।୬: ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଓସ୍ବାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

3 years ago

ଟଙ୍କା ପାଇଁ ପୁଅକୁ ଅପହରଣ ଉଦ୍ୟମ

ବାଲୁଗାଁ,୧।୬(ଡି.ଏନ୍‌.ଏ.): ଟଙ୍କା ପାଇଁ ବେଳେବେଳେ ରକ୍ତ ସମ୍ପର୍କ ମଣିଷ ମଧ୍ୟ ନ ବୁଝି ପର କରିଦିଏ। ଏହି ଟଙ୍କା ଯୋଗୁ ଭଉଣୀ ଭାଇ ମଧ୍ୟରେ, ୨ ଭାଇ…

3 years ago

ପ୍ରଶାସନ ପକ୍ଷରୁ ୩୨ ଜବରଦଖଲକାରୀଙ୍କୁ ଉଚ୍ଛେଦ

ବଡ଼ମ୍ବା,୧।୬(ଡି.ଏନ.ଏ.): ଦୀର୍ଘଦିନ ଧରି ସରକାରୀ ଜାଗାକୁ ଜବରଦଖଲ କରି ଆସୁଥିବା ୩୨ ବ୍ୟକ୍ତିଙ୍କୁ ବଡମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ କରାଯାଇଛି। ଜବରଦଖଲ ଉଚ୍ଛେଦ ପାଇଁ…

3 years ago

ଯୋଗାଣ ହେଉଛି ବାଲି, ଗୋଡ଼ିମିଶା ଚାଉଳ

ଭବାନୀପାଟଣା,୧।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ (ଆଇସିଡିଏସ)ରେ ଦୁର୍ନୀତିର ଗନ୍ଧ ଏବେ ବାରି ହେଉଛି। ବର୍ତ୍ତମାନ ଚାଉଳ ଯୋଗାଣକାରୀ ସଂସ୍ଥା…

3 years ago

ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି।…

3 years ago

ବାପାଙ୍କୁ ଘାରିଛି ପୁଅକୁ ଡାକ୍ତର କରିବା ଚିନ୍ତା

ରାଜକନିକା,୧।୬(ଡି.ଏନ.ଏ.): ସବୁ ଛାତ୍ରୀଛାତ୍ର ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି ଏକାଠି କରି ଦିଅନ୍ତି। ସେମାନେ କଠିନ ପରିଶ୍ରମ କରି ଭବିଷ୍ୟତ ପାଇଁ ବହୁ ସ୍ବପ୍ନ…

3 years ago

ତଟକ୍ଷୟ ଛଡ଼ାଇନେଲା ସାତଭାୟାର ଚାଷ,ବାସ

କେନ୍ଦ୍ରାପଡ଼ା ଅଫିସ,୧।୬: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳ ବିଶ୍ୱତାପନ ଓ ଏହାର କୁପ୍ରଭାବ ସମ୍ପର୍କରେ ଉଦାହରଣ ସାଜିଛି। ସମୁଦ୍ର ତଟକ୍ଷୟ ସାତଭାୟା ଚାଷ ଓ…

3 years ago

ବେଆଇନ ପଥର ଖାଦାନରେ ଅତଡ଼ା ଖସି ଶିଶୁ ଶ୍ରମିକ ସମେତ ୨ ମୃତ

ଯାଜପୁର ଅଫିସ,୧।୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ କଳାପଥର ଖାଦାନ ମରଣଯନ୍ତା ପାଲଟିଛି। ରାଜସ୍ବ ବିଭାଗ, କେତେଜଣ ପୋଲିସ ଅଧିକାରୀ ବେଆଇନ ଖାଦାନ ମାଲିକଙ୍କ…

3 years ago