ଆମ ଜିଲା ଖବର

ଝାରସୁଗୁଡା ଉପନିର୍ବାଚନ: ଦୀପାଳିଙ୍କ ପାଇଁ ପ୍ରଚାର କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୨୭।୪(ଡି.ଏନ.ଏ. ): ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଝାରସୁଗୁଡା ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି l ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ବିଜେଡି ପାର୍ଥୀ…

3 years ago

ସୁବଳୟାରେ କାର୍ଯ୍ୟକ୍ଷମ ହେଉନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୨୭।୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ୫-ଟି ହାଇସ୍କୁଲ ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ (ଅମୃତ ଧାରା) କାର୍ଯ୍ୟକ୍ଷମ ହୋଇ ପାରିନାହିଁ।…

3 years ago

ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏସ୍‌ପି ଅଫିସ ଘେରାଉ

ନୂଆପଡା ଅଫିସ,୨୭ା୪: ନୂଆପଡା ସଦର ବ୍ଲକ ଜୋଙ୍କ ଥାନା ଅଧୀନ ବିରୋମାଲ ଗଁାର ଡିଗେଶ୍ୱର ବିଭାର ହତ୍ୟା ଘଟଣାର ୨ ମାସ ପୁରିବାକୁ ବସିଥିବା ବେଳେ ଅଦ୍ୟାବଧି…

3 years ago

ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍‌ଏସ୍‌ଙ୍କ ବଦଳି ବାତିଲ

କର୍ଲାମୁଣ୍ଡା,୨୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କୁ ବ୍ଲକର ଅନ୍ୟ ପଞ୍ଚାୟତକୁ ବଦଳି ବିଜ୍ଞପ୍ତି ପ୍ରକାଶ ପରେ କେତେକ ପଞ୍ଚାୟତରେ ସରପଞ୍ଚ ଓ…

3 years ago

ମୁହିଁଚାଷୀ ମୁହଁରେ ହସ ଫୁଟାଇଛି ରିୱାର୍ଡ ଯୋଜନା

କୁଚିଣ୍ଡା,୨୭ା୪(ଡି.ଏନ.ଏ.): ବୈଜ୍ଞାନିକ ପଦ୍ଧତିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ରିୱାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ଚାଷୀ ନିଜ ଇଚ୍ଛାରେ ଚାଷ କରି ଯେଭଳି ଉପକୃତ…

3 years ago

କରାମାଡ଼ ବଢ଼ାଇଲା ଚାଷୀଙ୍କ ଦୁଃଖ

ବରଗଡ଼ ଅଫିସ୍‌,୨୭।୪: ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଜିଲାରେ ଚାଷ, ଚାଷୀ ସମସ୍ୟା ଅସମାହିତ ହୋଇପଡ଼ିଛି। କେତେବେଳେ ଅନାବୃଷ୍ଟି…

3 years ago

ଡାକ୍ତରଙ୍କ ବଦଳିକୁ ନେଇ କଂଗ୍ରେସ-ନାଗରିକ ମଞ୍ଚ ମୁହଁାମୁହିଁ

ଉମରକୋଟ,୨୭ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳଙ୍କ ବଦଳି ନେଇ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା।…

3 years ago

ଗ୍ରାମବାସୀ ତିଆରି କଲେ ରାସ୍ତା

ଖଇରପୁଟ,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ପଞ୍ଚାୟତର ପୋଢ଼କୋଲନୀ ଗ୍ରାମର ଲୋକେ ନିଜ ଉଦ୍ୟମରେ ଗ୍ରାମ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଗୁଣ୍ଡୁରିଗୁଡ଼ା…

3 years ago

ହାତୀ ଆକ୍ରମଣରେ ଚାଷୀ ମୃତ

ନୟାଗଡ଼ ଅଫିସ/ରଣପୁର,୨୭।୪: ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ବନ୍ଧପଲ୍ଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଗବନ୍ଧୁ ଜେନା (୪୨)। ସୂଚନାନୁସାରେ,…

3 years ago

ବ୍ରାହ୍ମଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୨ ନିଖୋଜ

କେନ୍ଦ୍ରପଡା ଅଫିସ,୨୭।୪: ବ୍ରାହ୍ମଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୨ଜଣ ନିଖୋଜ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆରେ…

3 years ago