ଆମ ଜିଲା ଖବର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

ଜଳେଶ୍ୱର,୧୦ା୧୦(ନବୀନ ସାହୁ): ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ଡ୍ୟାଣ୍ଡ୍‌ରେ ଆକାଉଣ୍ଟାଣ୍ଟ…

12 months ago

ଭାଜପା ନେତାଙ୍କ ପରଲୋକ

ବେତନଟୀ,୧୦।୧୦(ଧରଣୀଧର ମହାନ୍ତି) : ବେତନଟୀ ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍‌ପି ଖାରବେଳ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗୋଲକ ବିହାରୀ…

12 months ago

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଗିରଫ ହେଲେ ତହସିଲଦାର

ମହାକାଳପଡ଼ା,୧୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ…

12 months ago

ମୋରଡ଼ା ଅବକାରୀ ବିଭାଗର ତତ୍ପରତା: ଜଣଙ୍କ ପରେ ଜଣଙ୍କୁ ….

ମୋରଡ଼ା,୧୦। ୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଗୁରୁବାର ପୂର୍ବାହ୍ନ ୧୦ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ମୋରଡା ଅବକାରୀ…

12 months ago

ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା: ସିପି

କଟକ,୧୦ା୧୦: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ…

12 months ago

ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ: କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଜୟପାଟଣା, ୧୦।୧୦(ଓମ ପ୍ରକାଶ ବୈଠାରୁ):କଲହାଣ୍ଡିରେ ଥମୁନି ଦାଦନ ଦୁଃଖ। ପୁଣି ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ। କାନ୍ଦବୋବାଳିରେ ଫାଟିପଡିଛି ଗାଁ ଦାଣ୍ଡ। ଏଭଳି ଦୁଖଃଦ ଚିତ୍ର…

12 months ago

ବଜ୍ରପାତରେ ଗୁରୁତର ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଲେ, ପରିବାରରେ ଖେଳିଗଲା ଆନନ୍ଦ

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏଭଳି ଉକ୍ତିକୁ ଯଦି ଦେଖିବା ତେବେ ବଜ୍ରପାତରେ ଗୁରୁତର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର…

12 months ago

ଡକାୟତି ଉଦ୍ୟମ ବେଳେ ମହାକାଳ ଗ୍ୟାଙ୍ଗର ୯ ଗିରଫ, ୫ ପିସ୍ତଲ ସହ ମାରଣାସ୍ତ୍ର ଜବତ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଂଚଳରେ ଡକାୟତି ଉଦ୍ୟମ ବେଳେ କେନ୍ଦୁଝର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

12 months ago

ଡିପ ବୋରୱେଲ ଖୋଲିବା ପାଇଁ ବ୍ୟାଙ୍କରେ ଡିପୋଜିଟ କରି ଚାଷୀ ହନ୍ତସନ୍ତ, ଧାରଣା ଦେବାକୁ ଚେତାବନୀ

କେସିଙ୍ଗା,୧୦।୧୦(ତୁମେଶ୍ବର ସାହୁ): କୃଷକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଅନେକ ଯୋଜନା କେବଳ କାଗଜ ପତ୍ରରେ ରହି ଯାଉଥିବା…

12 months ago

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି ଟେକ୍‌ ପଢୁଥିଲେ ଯୁବକ, ବେକରେ ଗାମୁଛା ବାନ୍ଧି ଝୁଲିପଡିଲେ, ପୋଲିସ କହିଲା…

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ ବାସିନ୍ଦା ବିଜୟ କୁମାର ମାଦଳାଙ୍କ ପୁଅ ସୁଧାକର ମାଦଳା(୨୦)ଙ୍କ ମୃତଦେହକୁ ଗୁରୁବାର ଅପରାହ୍ନରେ ପୋଲିସ…

12 months ago