ନୂଆଦିଲ୍ଲୀ,୨୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଗ୍ରାସ କରିବାରେ ଲାଗିଛି। ଏହି ଯୁଦ୍ଧରେ ବିଜୟୀ ହେବାକୁ ସମସ୍ତେ…
କଣ୍ଟାବାଞ୍ଜି,୨୭।୪(ଡି.ଏନ୍.ଏ.): କରୋନା ମୁକାବିଲା ନେଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ ଗୋଟିଏ…
ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍ ଆଣ୍ଟିବଡ଼ି କିଟ୍ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ ୬୦୦…
ରାଇସୁଆଁ,୨୭।୪(ଡି.ଏନ୍.ଏ.): ମହାମାରୀ କରୋନକୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ ଜାରିରହିଛି। ଏହି ସମୟରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ଶ୍ରମିକମାନେ ଫସି ରହିଛନ୍ତି।…
ନୂଆଦିଲ୍ଲୀ,୨୭।୪: ରାଜଧାନୀ ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ) ଏବେ କରୋନା ସଂକ୍ରମଣର ହଟ୍ସ୍ପଟ ହେବାକୁ ଯାଉଛି ବୋଲି କୁହାଯାଉଛି। ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍ଡାଉନ୍ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା ସଂକ୍ରମଣ…
ପୁରୁଷୋତ୍ତମପୁର, ୨୭।୪(ଡି.ଏନ୍.ଏ.): ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଗଞ୍ଜାମ ଜିଲାରେ ଏହାକୁ ଉଲ୍ଲଂଘନ କରାଯାଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଜୁଆ ଖେଳ…
ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଚାଇନାରୁ ଆସିଥିବା ଟେଷ୍ଟ୍ କିଟ୍ ବିକ୍ରିରେ ଆମଦାନୀକାରୀ…
ଛତ୍ରପୁର, ୨୭।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସବୁ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ବାଧ୍ୟତାମୂଳକ ରହିଛି।…
ଅହମଦାବାଦ,୨୭।୪: ମହାମାରୀ କରୋନା ଭାଇରସ କବଳରେ ପଡି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଗତ ପ୍ରାୟ ୮ ଦିନ…