ବାଣିଜ୍ୟ

ଆୟକର ରିଟର୍ନର ଶେଷ ତାରିଖ ଆଉ ଗୋଟିଏ ଦିନ ବୃଦ୍ଧି, ITR ଫାଇଲ କରିବାର ଆଜି ଶେଷ ସୁଯୋଗ

ନୂଆଦିଲ୍ଲୀ,୧୬।୯: ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଯେଉଁ…

8 months ago

ଟ୍ରେନରେ ଯାତ୍ରା କରୁଥିଲେ ଜାଣିନିଅନ୍ତୁ ଏହି ଜରୁରୀ କଥା, ଟିକେଟ ବୁକିଂ ପ୍ରକ୍ରିୟାରେ…

ନୂଆଦିଲ୍ଲୀ,୧୫।୯: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନଙ୍କୁ ଅନଲାଇନରେ କିମ୍ବା କାଉଣ୍ଟରରୁ ତତ୍କାଳ ଟିକେଟ କିଣିବା ପାଇଁ…

8 months ago

ପୁରୁଣା ଯୁଗକୁ ଫେରିଲା ରୁଷିଆ: ଚାଇନା ସହିତ ସାମଗ୍ରୀ ସହିତ ସାମଗ୍ରୀ ବଦଳ କରି କରୁଛି ବ୍ୟବସାୟ

ନୂଆଦିଲ୍ଲୀ,୧୫।୯: ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଏଡ଼ାଇବା ପାଇଁ ରୁଷିଆ ୧୯୯୦ର ଦଶକ ପରେ ପ୍ରଥମ ଥର ବାର୍ଟର୍‌ ବ୍ୟବସାୟ(ଦ୍ରବ୍ୟ ବା ସାମଗ୍ରୀ ବଦଳରେ ସାମଗ୍ରୀ) ଉପାୟକୁ ପୁନର୍ଜୀବିତ…

8 months ago

ୟୁପିଆଇ ଟ୍ରାଞ୍ଜାକ୍ସନ ସୀମା ୧୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର,୧୫।୯(ଅନୁରାଧା ମହାରଣା): ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ସେପ୍ଟେମ୍ବର ୧୫ରୁ ପର୍ସନ-ଟୁ-ମର୍ଚାଣ୍ଟ (ପି୨ଏମ) ୟୁପିଆଇ ଟ୍ରାଞ୍ଜାକ୍ସନର ସୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହା…

8 months ago

କମିବନି ୫ଟଙ୍କିଆ ଚିପ୍ସ, ବିସ୍କୁଟ ଦାମ

ଭୁବନେଶ୍ୱର,୧୫।୯: କେନ୍ଦ୍ର ସରକାର ଜିଏସଟି ସଂସ୍କାରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି, ଯାହା ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷକୁ ଶସ୍ତା କରିବ। ଜିଏସଟି କାଉନସିଲ ଅନେକ ଜିନିଷରେ ଟିକସ ହାର…

8 months ago

ଜିଏସ୍‌ଟି ହ୍ରାସ ସତ୍ତ୍ୱେ ୫, ୧୦, ୨୦ ଟଙ୍କିଆ ପ୍ୟାକେଟ୍‌ ସାମଗ୍ରୀ ମୂଲ୍ୟ କମିବ ନାହିଁ: ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩ା୯: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ହ୍ରାସ ସତ୍ତ୍ୱେ ଲୋକପ୍ରିୟ କମ୍‌ ମୂଲ୍ୟରେ ଉପଲବ୍ଧ ପ୍ୟାକେଟ୍‌ ସାମଗ୍ରୀ ଯଥା ୫ ଟଙ୍କିଆ ବିସ୍କୁଟ୍‌, ୧୦ ଟଙ୍କିଆ…

8 months ago

ଟ୍ରେନ୍‌ରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି ବାଇକ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମ…

ନୂଆଦିଲ୍ଲୀ,୧୩।୯: ଯଦି ଆପଣ ନିଜ ବାଇକ୍‌କୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳବାଇ ଏକ ସୁରକ୍ଷିତ ଓ ଶସ୍ତା ବିକଳ୍ପ ହୋଇପାରେ। ରେଳବାଇ ପାର୍ସଲ…

8 months ago

PhonePe ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା RBI, ଲଗାଇଲା ଏତେ ଟଙ୍କାର ଜରିମାନା

ନୂଆଦିଲ୍ଲୀ, ୧୩।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିନଟେକ କମ୍ପାନୀ PhonePe ଉପରେ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ ପେମେଣ୍ଟ ଉପକରଣ ସହିତ ଜଡିତ…

8 months ago

୧୦ ବର୍ଷରେ ୨ କୋଟି, ପ୍ରତି ମାସରେ କରନ୍ତୁ ଏତିକି ଟଙ୍କାର SIP…

ନୂଆଦିଲ୍ଲୀ,୧୨।୯: ଯଦି ୧୦ ବର୍ଷରେ କୋଟିଏ ଟଙ୍କା ସଞ୍ଚୟ କଥା ଉଠେ, ତାହା କେବଳ ଧନୀମାନଙ୍କ ପାଇଁ ସମ୍ଭବ ବୋଲି କୁହାଯାଏ। ହେଲେ ଏହା ଠିକ୍‌ ନୁହେଁ।…

8 months ago

ଜିଏସ୍‌ଟି ୨.୦ ପୂର୍ବରୁ ୪୦% ଭାରତୀୟ କେବଳ ଖାଦ୍ୟ କିଣିବାରେ ସକ୍ଷମ ଥିଲେ: ସର୍ଭେ

କେସିଙ୍ଗା,୧୨।୯: ଜିଏସ୍‌ଟି ପରିଷଦ ଘୋଷଣା କରିଥିବା ଜିଏସ୍‌ଟି ହାର ହ୍ରାସ, ଯାହା ୨୨ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ, ଭାରତୀୟ ଗ୍ରାହକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ…

8 months ago