ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା…
ଭୁବନେଶ୍ୱର,୨୦।୧: ହିନ୍ଦୁଜା ଗ୍ରୁପ୍ର ଅଂଶ ତଥା ଦେଶର ଅଗ୍ରଣୀ ବାଣିଜି୍ୟକ ଯାନ ନିର୍ମାତା ଅଶୋକ ଲେଲାଣ୍ଡ ପୂର୍ବ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ତଥା ଭିତ୍ତିଭୂମି ସମ୍ପ୍ରସାରଣ କରିବାକୁ…
ଭୁବନେଶ୍ୱର,୨୦।୧(ଅନୁରାଧା ମହାରଣା): ବ୍ୟାଙ୍କମାନେ ଗୃହ ର୍ନିମାଣ ପ୍ରକଳ୍ପ ଗୁଡିକର ହିସାବ ରଖିବା ବେଳେ ରେରା ନିୟମ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି। ରିଅଲ୍ ଇଷ୍ଟେଟ୍ ରେଗୁଲାର ଅଥରିଟି…
ଭୁବନେଶ୍ୱର,୨୦।୧: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ୨୨୩ ଅକ୍ଟୋବରରୁ…
ଭୁବନେଶ୍ୱର,୨୦।୧: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ଂଶସ୍ବୀ ବଉତ୍ତି ପ୍ରଦାନ କରାଯାଇଛି। ଏପଣିକି ଫାଉଣ୍ଡେଶନର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯଶସ୍ବୀର…
ଭୁବନେଶ୍ୱର,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜାନୁଆରୀକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ଘୋଷଣା କରିଛନ୍ତି। ଏହି କ୍ରମରେ ପଟିଆସ୍ଥିତ ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ କର୍ମଶାଳା ଇନୋଇନସାଇଟ୍-୨୦୨୪ ଅନୁଷ୍ଠିତ…
ଭୁବନେଶ୍ୱର,୨୦।୧ (ଅଭୟ ଦାଶ): ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ସିଆଇଆଇ ୨୪ତମ…
ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ରାମ ମନ୍ଦିର ସମାରୋହର ଅବସରରେ ଜାନୁଆରୀ ୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି। ଏହିଦିନ ଅନେକ ରାଜ୍ୟ ଛୁଟି…
ନୂଆଦିଲ୍ଲୀ,୧୯।୧: ବିମାନ ଯାତ୍ରା ସମୟରେ ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍ ଦେବା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିମାନ କମ୍ପାନୀକୁ ପୂର୍ବତନ ବିଚାରପତିଙ୍କୁ ୨୩…
ଭୁବନେଶ୍ୱର,୧୯।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)କୁ ଜାତୀୟସ୍ତରରେ ସମ୍ମାନିତ ସହ ପୁରସ୍କୃତ ମଧ୍ୟ କରାଯାଇଛି। ବିଶେଷକରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ…