ବାଣିଜ୍ୟ

ଶେୟାର ହୋଲ୍ଡର୍‌ଙ୍କ ପାଇଁ ବଡ଼ ଘୋଷଣା କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍‌ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍‌ଙ୍କୁ ଏକ ବଡ ଉପହାର ଦେଇଛି।…

1 year ago

ଫୋନ୍‌ପେରେ ୟୁପିଆଇର କ୍ରେଡିଟ୍‌ ଲାଇନ

ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଫୋନ୍‌ପେର ବହୁ ପ୍ରତୀକ୍ଷିତ ସେବା ତଥା ତା’ର ପ୍ଲାଟ୍‌ଫର୍ମରେ ୟୁପିଆଇ କ୍ରେଡିଟ୍‌ ଲାଇନ ଆରମ୍ଭ କରିବାକୁ ଘୋଷଣା କରିଛି। ଏପରିକି ଯେଉଁ ଉପଭୋକ୍ତାମାନେ…

1 year ago

ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍‌ସିଭିଇଟି ମାନ୍ୟତା

ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା…

1 year ago

ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସୁପର ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ଼ ଆଦିତ୍ୟ କୁମାର ସାମଲ ନିକଟରେ ଆମେରିକାରୁ ଓଡ଼ିଶା ଆସିଥିବା…

1 year ago

୧୨ ଶିଳ୍ପ ସ୍ମାର୍ଟ ସିଟି ନିର୍ମାଣ କରିବେ କେନ୍ଦ୍ର ସରକାର, ଜାଣନ୍ତୁ ଓଡ଼ିଶାରେ ହେବ କି ନାହିଁ ?

ନୂଆଦିଲ୍ଲୀ,୨୮।୮: କେନ୍ଦ୍ର ସରକାର ୧୨ ଶିଳ୍ପ ସ୍ମାର୍ଟ ସିଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୧୦ ଲକ୍ଷ ଏବଂ ପରୋକ୍ଷ ଭାବେ…

1 year ago

ଜିଓ ୟୁଜର୍ସଙ୍କ ପାଇଁ ଗୁଡ୍‌ନ୍ୟୁଜ୍‌, ଏହି ୨ଟି ପ୍ଲାନ୍‌ ରିଚାର୍ଜ କଲେ ୩ ମାସ ମାଗଣା ଦେଖିପାରିବେ ନେଟଫ୍ଲିକ୍ସ

ମୁମ୍ବାଇ,୨୮।୮: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଦାନ କରୁଛି। ଗ୍ରାହକମାନେ ସେମାନଙ୍କର ସୁବିଧା ଅନୁଯାୟୀ ଯୋଜନା ଚୟନ କରିପାରିବେ ଏବଂ ଏହାର ଲାଭ…

1 year ago

ଦୁର୍ଗମ ଅଞ୍ଚଳରେ ଡିଜିଟାଲ କ୍ରାନ୍ତି

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ତଥା ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ଓଡ଼ିଶାର ୪୭,୦୦୦ରୁ ଅଧିକ ଗାଁରେ ଉପଲବ୍ଧ…

1 year ago

୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ

ଭୁବନେଶ୍ୱର,୨୮।୮(ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ) ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ…

1 year ago

ଭାରତରେ ମେଡ୍-ଇନ୍-ଇଣ୍ଡିଆ ଅଭିଯାନରେ ୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଆପଲ୍, ସାମିଲ ହେବେ ୭୦% ମହିଳା: ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚାଇନାରେ ଉତ୍ପାଦନ କ୍ଷମତା ହ୍ରାସ କରିବା ପରେ ଆପଲ୍ ଭାରତରେ ୬୦୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରେ। ରିପୋର୍ଟ…

1 year ago

ଦିନକରେ ୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଭୂ ରାଜନୈତିକ ସମସ୍ୟା ଓ ଦର ବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ନିବେଶ ବଜାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର…

1 year ago