ବାଣିଜ୍ୟ

ଲଗାତାର ତୃତୀୟ ଦିନ ପାଇଁ ତଳମୁହାଁ ଶେୟାର ବଜାର, ଛାଇ ରହିଛି ବୈଶ୍ଵିକ ଅସ୍ଥିରତାର କଳାବାଦଲ

ମୁମ୍ବାଇ,୩।୬: ମଙ୍ଗଳବାର ଭାରତୀୟ ଷ୍ଟକ୍ ମାର୍କେଟରେ ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ଦେଖାଦେଇଛି। ବିଏସଇ ସେନସେକ୍ସ ୬୩୬ ପଏଣ୍ଟ ହ୍ରାସ ପାଇ ୮୦,୭୩୭.୫୧ ସ୍ତରରେ କାରବାର…

10 months ago

ଶୈଲେଶ ଏଫ୍‌ଏଆଇର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର,୩।୬: ଫର୍ଟିଲାଇଜର ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି। ଏପରିକି ଏହି ଶିଳ୍ପରେ ଚାରି ଦଶନ୍ଧିରୁ ଅଧିକ…

10 months ago

ଜେଇଇ-ଆଡ୍‌ଭାନ୍ସଡ୍‌ରେ ଆଲେନର ବାଜିମାତ

ଭୁବନେଶ୍ୱର,୩।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଲେନ (ଆଲେନ କ୍ୟାରିଅର ଇନ୍‌ଷ୍ଟିଚ୍ୟୁଟ ପ୍ରାଇଭେଟ ଲିମିଟେଡ୍‌)ର ଛାତ୍ରୀଛାତ୍ରମାନେ ଜେଇଇ-ଆଡ୍‌ଭାନ୍ସଡ୍‌ ୨୦୨୫ର ଫଳାଫଳରେ ବାଜିମାତ କରିଛନ୍ତି।…

10 months ago

ଦୁଇଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୩।୬:କ୍ରମାଗତ ଭାବେ ଘରୋଇ ବଜାରରେ ଦୁଇଚକିଆ ଯାନ ବିକ୍ରିରେ ବୃଦ୍ଧି ପରିଲଖିତ କରାଯାଉଛି। ଏପରି କି ୨୦୨୪ ପାର୍ବଣଠାରୁ ଦୁଇ ଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି…

10 months ago

ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ: ଆମିତାଭ କାନ୍ତ

ନୂଆଦିଲ୍ଲୀ,୨ା୬: ଭାରତର ଅର୍ଥନୀତି ଆଗାମୀ ବର୍ଷଗୁଡ଼ିକରେ ବଡ଼ ପରିମାଣରେ ବୃଦ୍ଧି ପାଇବାକୁ ଯାଉଛି। ଜି୨୦ ଶେର୍ପା ତଥା ପୂର୍ବତନ ନୀତି ଆୟୋଗ ସିଇଓ ଆମିତାଭ କାନ୍ତଙ୍କ ମତ…

10 months ago

ଭାରତରେ ବଢିବ EV ଉତ୍ପାଦନ: ନୂଆ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସରକାର, ଓଡ଼ିଶା ପାଇଁ ବଡ଼ ସୁଯୋଗ

ନୂଆଦିଲ୍ଲୀ,୨ା୬: ଭାରତ ସରକାର ସୋମବାର ଇଲେକ୍ଟ୍ରିକ ଭେଇକିଲ (ଇଭି) ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। “ଭାରତରେ ଇଲେକ୍ଟ୍ରିକ ପାସେଞ୍ଜର କାର…

10 months ago

ନୂଆ ରେକର୍ଡ କଲା UPI: ମେ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨ା୬: ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ମେ ମାସରେ ୟୁ ନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ମାଧ୍ୟମରେ ରେକର୍ଡ…

10 months ago

EPFO ଇଏଲଆଇ ଯୋଜନା ପାଇଁ UAN-ଆଧାର ଲିଙ୍କ୍ ଅବଧି ବଢ଼ିଲା, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୨ା୬: ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର UAN ସକ୍ରିୟ କରି ନାହାନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)…

10 months ago

PF ଆକାଉଣ୍ଟରୁ କେଉଁ କାମ ପାଇଁ କେତେ ଟଙ୍କା ଉଠାଇ ପାରିବେ ଜାଣନ୍ତୁ ସବିଶେଷ ତଥ୍ୟ…

ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ଲୋକଙ୍କର PF ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨% PF ଆକାଉଣ୍ଟରେ ଜମା କରାଯାଏ ଏବଂ କମ୍ପାନୀ ମଧ୍ୟ ସମାନ ଅବଦାନ…

10 months ago

ମେ ୨୦୨୫ ରେ GST ସଂଗ୍ରହ ୧୬.୪% ବୃଦ୍ଧି, ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧ା୬: ଭାରତର ଅର୍ଥନୀତି ମେ ୨୦୨୫ ମାସରେ ଏକ ଶକ୍ତିଶାଳୀ ପ୍ରଦର୍ଶନ ଦେଖାଇଛି, ଯେଉଁଥିରେ ସାମଗ୍ରୀ ଓ ସେବା କର (GST) ସଂଗ୍ରହ ୧୬.୪% ବୃଦ୍ଧି ପାଇ…

10 months ago