ହୁତୁହୁତୁ ହୋଇ ଜଳିଗଲା କାଜୁ ଫ୍ୟାକ୍ଟ୍ରି: ଲିଭୁନି ନିଆଁ

ଗଜପତି(ଗିରିଧାରୀ ପରିଛା)-୨୧/୧୦- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟଗଡଠାରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ନିଆ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ନଷ୍ଟ ହୋଇଯାଇଥିବାବେଳେ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ଗତକାଲି ରାତିଠାରୁ ବର୍ତ୍ତମାନ ସୁଦ୍ଧା ନିଆ ଲିଭା କାର୍ଯ୍ୟ ଜାରି ରହିଛି। ସର୍ଟ ସର୍କିଟ ଯୋଗୁ ନିଆ ଲାଗିଥିବା ଅନୁମାନ କରାଯାଉଛି।

 

Dharitri – Odisha’s No.1 Odia Daily

 

Share