ପାସେଞ୍ଜର ଅଟୋକୁ ଧକ୍କା ଦେଲା କାର୍‌: ଆଉ ତା’ପରେ…

ଜଟଣୀ,୯।୩: ପିପିଲି-ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାସେଞ୍ଜର ଅଟୋକୁ ଧକ୍କା ଦେଇଛି କାର। ଦୁର୍ଘଟଣାରେ ପାସେଞ୍ଜର ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି।

 

Dharitri – Odisha’s No.1 Odia Daily

 

Share