ଗଛରେ ପିଟି ହେଲା କାର: ଆଖିବୁଜିଲେ ସ୍ତ୍ରୀ, ୨ ପିଲା

ପୋଲସରା,୧୫।୩: ଗଛରେ ପିଟି ହେଲା କାର। ସ୍ତ୍ରୀ ମୃତ, ସ୍ବାମୀ ଓ ୨ ପିଲା ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ତାକରଡ଼ା ଗାଁ ନିକଟରେ। ଗାଁ ନିକଟରେ ଥିବା ଏକ ଗଛକୁ ଧକ୍କା ଦେଲା କାର୍‌।

Dharitri – Odisha’s No.1 Odia Daily

Share