ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍‌

ଭଦ୍ରକ,୨୯।୮: ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍‌। ଏଭଳି ଘଟଣା ଘଟିଛ ଭଦ୍ରକ ଜିଲା ୧୬ ନଂ ଏନଏଚ ଆଖୁଆପଦା ନିକଟରେ। କରରେ ଥିବା ୩ରୁ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଲେଶ୍ବରରୁ ଭୁବନେଶ୍ବର ଆସୁଥିବା ବେଳେ ଲାଗିଲା ନିଆଁ।

Share