ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଭୁବନେଶ୍ୱରରୁ କେନ୍ଦୁଝର ଦେଇ ଚାଇଁବସାକୁ ବାପା ଓ ଝିଅ ଯାଉଥିଲେ। ହଠାତ୍‌ ନିଆଁ ଲାଗିବା ଦେଖି ଗାଡ଼ି ଅଟକାଇ ଥିଲେ। ଗାଡ଼ିଟି ହୁ ହୁ ହୋଇ ଜଳିଗଲା।  ଫଳରେ ସେମାନେ ବର୍ତ୍ତି ଯାଇଛନ୍ତି।
Dharitri – Odisha’s No.1 Odia Daily

Share