Categories: Home Left

ବିହାର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ…

ପାଟଣା,୧୮।୧୧: ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ମଙ୍ଗଳବାର ବିହାର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଉତ୍ତାପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ଅର୍ଜୁମ ରାମ ମେଘୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

ଏପରିକି ଭାଜପା ନେତା ସ୍ବାଧୀ ନିରଞ୍ଜନଙ୍କୁ ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି। ବୁଧବାର ହେବାକୁ ଥିବା ବିଧାୟକ ଦଳର ବୈଠକ ପାଇଁ ଦାୟିତ୍ୱ ଦିଆଯାଇଛି।