ବିଜେଡିରେ ହଲଚଲ: ନେତାଙ୍କୁ ନବୀନ ନିବାସକୁ ଡାକରା, ସନ୍ଧ୍ୟା ୫ଟା ୩୦ ସୁଦ୍ଧା…

ଭଦ୍ରକ,୧।୧୨(ସନାତନ ରାଉତ): ଭଦ୍ରକ ବିଜେଡିରେ ହଲଚଲ ପରେ ଜିଲାର ୨ ବିଧାୟକ, ଜିଲା ପରିଷଦ ସଭାପତି, ପୂର୍ବତନ ବିଧାୟକଙ୍କୁ ଡାକରା ନବୀନ ନିବାସକୁ ଡାକରା ଦିଆଯାଇଛି। ସନ୍ଧ୍ୟା ୫ଟା ୩୦ରେ ନବୀନ ନିବାସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଶନିବାର ଜିଲ୍ଲାର ୩ ଜଣ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡ଼ିଥିଲେ।

 

Dharitri – Odisha’s No.1 Odia Daily