ବାରୁଣି ମେଳା: ଯାତ୍ରା ଆୟୋଜନକୁ ନେଇ ଗଣ୍ଡଗୋଳ

ସୋର,୧।୪: ସୋର ସାଜନପୁର ପଞ୍ଚାୟତରେ ଚାଲିଛି ବାରୁଣି ମେଳା। ବାରୁଣି ମେଳାରେ ଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖା ଦେଇଛି
ଦୁଇ ଗୋଷ୍ଠୀ ମଧ୍ୟରେ ଯାତ୍ରା ଆୟୋଜନକୁ ନେଇ ଗଣ୍ଡଗୋଳ ହୋଇଛି। ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଲୋକଙ୍କୁ ତହସିଲଦାରଙ୍କ ବୁଝାସୁଝା କରିଛନ୍ତି। ସୋର ସାଜନପୁର ପଞ୍ଚାୟତରେ ଚାଲିଛି ବାରୁଣି ମେଳା।

Share
Tags: HO ME