ନେତାନ୍ୟାହୁଙ୍କୁ ଧମକ ଦେଲେ ବାରାକ ଓବାମା

ଓ୍ବାଶିଂଟନ,୨୪।୧୦: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ଏବଂ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ ଯୁଦ୍ଧରେ ଗାଜାର ସାଧାରଣ ନାଗରିକଙ୍କ ମାନବିକ ଦିଗକୁ ଅଣଦେଖା କରେ, ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଓବାମା କହିଛନ୍ତି, ଯଦି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖେ, ତେବେ ବିଶ୍ୱ ସ୍ତରରେ ଏହାର ସମର୍ଥନ ଦୁର୍ବଳ ହୋଇଯିବ, ଯାହା ଶତ୍ରୁ ଦେଶଗୁଡ଼ିକ ସେମାନଙ୍କ ସପକ୍ଷରେ ପରିବେଶ ସୃଷ୍ଟି କରିପାରିବେ।

Share
Tags: Barack obama