୭୦ ଲକ୍ଷ ଟଙ୍କା ଆତ୍ମସାତ୍‌ କରି ବ୍ୟାଙ୍କ କିରାଣି ଗିରଫ

ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କ ଶାଖାର କିରାଣି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ଜଣକ ହେଲେ ଉକ୍ତ ବ୍ୟାଙ୍କ ଶାଖାର କିରାଣି ପ୍ରିୟମ ପ୍ରଥମ ସାବତ। ସେ ଚଞ୍ଚକତା କରି ଗ୍ରାହକଙ୍କ ୭୦ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା। ବ୍ୟାଙ୍କ ମ୍ୟାନେଜର ଥାନାରେ ଅଭଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି।

Share
Tags: arrestclerk