ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି। ଶୁକ୍ରବାର ମେଳିରେ ବି ଏମାନେ ସାମିଲ ଥିଲେ। ଉତ୍ତର ଓଡ଼ିଶା ଉତ୍ସବକୁ ନିମନ୍ତ୍ରଣ ପାଇଁ ଅରୁଣଙ୍କ ବାସଭବନ ଆସିଥିବା କହଛନ୍ତି।
Dharitri – Odisha’s No.1 Odia Daily