Categories: Video

ବାବୁ ମହଲ: ଡୁପ୍ଲିକେଟ୍‌ ସନିଆ | Babu Mahal #43 ‘Duplicate Sania’

ଠକିବା ପାଇଁ ଲୋକମାନେ ବିଭିନ୍ନ ବାଟ ଆପଣେଇ ଥାଆନ୍ତି, କିନ୍ତୁ ତାହାର ପରିଣତି କଣ ହୁଏ ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି। ଏଥର ‘ବାବୁମହଲ’ର ପ୍ରସଙ୍ଗ ‘ଡୁପ୍ଲିକେଟ୍‌ ସନିଆ’।