Categories: Video

ଥଣ୍ଡାକାଶର ଆୟୁର୍ବେଦିକ ଚିକିତ୍ସା l Ayurvedic treatment for cold and cough | Dr. Basudev Pradhan

ଏବେ ସାରା ଦେଶ କରୋନା ସହ ଲଢେଇ କରୁଛି। ଥଣ୍ଡାକାଶ ଜ୍ବର ହେଲେ ଲୋକେ ଭୟଭୀତ ହେଉଛନ୍ତି। ତେବେ ଏହି ଥଣ୍ଡାକାଶ ଜ୍ବରର ଆୟୁର୍ବେଦିକ ଚିକିତ୍ସା କ’ଣ ଆସନ୍ତୁ ଦେଖିବା ଏହି ଏପିସୋଡରେ..