କଙ୍ଗାରୁ କୋର୍ଟରେ ଯୁବକଙ୍କ ହାତଗୋଡ ବାନ୍ଧି ନିର୍ଧୂମ ଛେଚିଲେ

ବଲାଙ୍ଗୀର,୧୩।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ଯୁବାମାଳ ଗାଁରେ କଙ୍ଗାରୁ କୋର୍ଟରେ ଜଣେ ଯୁବକର ହାତଗୋଡ଼ ବାନ୍ଧି, ନିସ୍ତୁକ ମାଡ଼ ମାରିଲେ ଦୃବୁର୍ତ୍ତ । ସେ ହେଲେ ସଇଁତଳା ବ୍ଲକ ଯୁବମାଳ ଗାଁର ଦୁର୍ବଦଳ ଭୋଇ। କଙ୍ଗାରୁ କୋର୍ଟରେ ମାଡ଼ ଖାଇ, ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଉଛନ୍ତି। ପରିବାର ଲୋକେ ଦୁର୍ବଦଳଙ୍କୁ ଗାଁରେ ଗୋଡ଼ ହାତ ବାନ୍ଧି ପିଟିଥିବା ନେଇ ଅଭିଯୋଗ କରିଛନ୍ତିl