କରଞ୍ଜିଆ,୮।୮: ମୟୂରଭଞ୍ଜ ଜିଲା ରୁଆଁ ଥାନା ASI ମୀନକେତନ ପ୍ରଧାନଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବିତ କରାଯାଇଛି। ବାଇକ୍ ଛାଡ଼ିବା ପାଇଁ ୨ ହଜାର ଲାଞ୍ଚ ନେଉଥିବା ବେଳେ ASI ମୀନକେତନ ଧରାପଡିଥିଲେ। ଏନେଇ ASI ମୀନକେତନଙ୍କୁ ଚାକିିରିରୁ ମୟୂରଭଞ୍ଜ ଏସ୍ପି ନିଲମ୍ବନ କରିଛନ୍ତି।