ନୂଆପଡ଼ା,୨୬।୮:(ମକାରୁ ବେମାଲ) ଧନୁ ତୀରରେ ଆକ୍ରମଣ ୩ ଗୁରୁତର। ସୁନାବେଡ଼ା ଅଭୟାରଣ୍ୟର ଯୋଗୀମୁଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ଯୋଗିମୁଣ୍ଡା ଗାଁ ର ମଙ୍ଗଳୁ ପହରିଆ (୪୫),ଗୁରୁବାରି ପହରିଆ (୪୦) ଓ ସନ୍ତୋଷ ପହରିଆ (୧୨) । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ନ ଥିବାରୁ ଖଟିଆରେ ବୋହି ୨ ରୁ ୩ କିଲୋମିଟର ସୁନାବେଡ଼ା ପ୍ରାଥମିକ ଦ୍ୱସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଛନ୍ତି ।
ଅଭିଯୁକ୍ତ ଜଣଙ୍କ ସୁନାବେଡ଼ା ପଞ୍ଚାୟତ ଗଡଭଟା ଯୋଗୀମୁଣ୍ଡା ଗାଁର ଲାଳଧର ପହରିଆ ଯେ ଫେରାର ଅଛନ୍ତି।