Categories: Video

‘ଧରିତ୍ରୀର ୫୦ ବର୍ଷ ଯାତ୍ରା ଏକ ଗର୍ବର କଥା’ – ଅର୍ଚ୍ଚିତା

ଧରିତ୍ରୀର ୫୦ ବର୍ଷରେ ପଦାର୍ପଣ ଆମ ପାଇଁ ଏକ ଗର୍ବର କଥା ବୋଲି କହି ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଅଭିନେତ୍ରୀ ଅର୍ଚ୍ଚିତା