ଜେନାପୁର,୨।୩(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ଅଞ୍ଜିରା ପଞ୍ଚାୟତରେ ନିଶା ନିବାରଣ ଅଭଯାନ ଆରମ୍ଭ ହୋଇଅଛି।
ସୂଚନା ଥାଉକି ଅଳସଗଣ୍ଡ ଗ୍ରାମ, ଢଙ୍କୁଣୀଆ, ଅଞ୍ଜିରା ଗଡ଼, ଟାଇଲ ସାହି ଗ୍ରାମର ଦେଶୀ ମୋହୁଲି ବିକ୍ରି ହେଉଥିବା ନେଇ ଗ୍ରାମର ପଞ୍ଚେଇଁ ସାମଲ, କମଳୀ ପାଇକ କଳ୍ପନା ପ୍ରଧାନ, ମାଳବିକା ପ୍ରଧାନ, ମମତା ଖଟୁଆଙ୍କ ସମତେ ୫୦ ଊର୍ଦ୍ଧ୍ୱ ମହିଳା ଏକ ରାଲି ମାଧ୍ୟମରେ ଜେନାପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ବୋଲି ଜଣା ପଡିଛି।
Dharitri – Odisha’s No.1 Odia Daily