ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ: ଜଣେ ଅଟକ

ପୁରୀ,୨୧।୧୦: ପୁଣି ଶ୍ରୀମନ୍ଦିର ଭିତରକୁ ଯାଇଛି ମୋବାଇଲ ଫୋନ। ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ସେ ଧରାପଡ଼ିଛନ୍ତି। ଗୁମାସ୍ତା ଫୋନ୍‌ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

 

 

Share