ପରିଚୟ ଦେଇଛି ବାଲୁକା କଳା

ପଢ଼ାବେଳେ ଛୁଟିଦିନମାନଙ୍କରେ ପୁରୀ ବେଳାଭୂମିରେ ସେ ସମୟ କାଟୁଥିଲେ। ସାଙ୍ଗସାଥୀଙ୍କ ସହ ମିଶି ସମୁଦ୍ର ପାଣିରେ ଗାଧୋଇବା ଓ ବାଲିରେ ଘର ତୋଳିବା ତାଙ୍କୁ ଆନନ୍ଦ ଦେଉଥିଲା।…

ମନ ବଦଳାଏ ରଙ୍ଗ

ନିଜ ଆଉଟ୍‌ଫିଟ୍‌ ସିଲେକ୍ସନକୁ ନେଇ ଯୁବପିଢ଼ିଙ୍କ ପସନ୍ଦ ଭିନ୍ନ ଭିନ୍ନ। ଅବସର ଅନୁୟାୟୀ କେବଳ ଡିଜାଇନ୍‌ ନୁହେଁ, କିଭଳି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ପ୍ରେଜେଣ୍ଟେବଲ୍‌ ଲୁକ୍‌ ମିଳିବା…

ଜଘନ୍ୟ ଅପରାଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପ୍ରସ୍ତାବିତ ଆଇନ: ହତ୍ୟା ଅପରାଧ ନିମନ୍ତେ ରହିବ ଧାରା ୧୦୧

ନୂଆଦିଲ୍ଲୀ,୧୩।୮: ଭାରତୀୟ ଦଣ୍ଡ ସଂହିତା, ୧୮୬୦ ବଦଳରେ ଅଣାଯିବାକୁ ଥିବା ଭାରତୀୟ ନ୍ୟାୟ ସଂହିତାରେ ଆତଙ୍କବାଦ ଏବଂ ସଂଗଠିତ ସିଣ୍ଡିକେଟ୍‌ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧକୁ ରୋକିବା…

କନ୍ଧମାଳ ମହୋତ୍ସବକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ଫୁଲବାଣୀ, ୧୩ା୮(ରାକେଶ କୁମାର ରାଉତ)କନ୍ଧମାଳ ମହୋତ୍ସବ ନାଁକୁ ନେଇ ଏବେ ଜିଲାରେ ଜୋରଦାର ଚର୍ଚ୍ଚା ା ଜିଲା ଉତ୍ସବ ଭାବେ ପରିଚିତ କନ୍ଧମାଳ ମହୋତ୍ସବ ନାଁରେ ଏବେ…

ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୩ା୮(ସଞ୍ଜୟ କୁମାର ପାଣିଗ୍ରାହୀ)ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ସହ ପିଲାଙ୍କ ଚାଉଳ ବିକ୍ରି କରିବା ଅଭିଯୋଗରେ ବାଲିଗୁଡ଼ା ଥାନା ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କଲେ ମହିଳା

ସୋନପୁର,୧୩।୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲାର ୧୦୦ରୁ ଊର୍ଦ୍ଧ୍ୱ ମହିଳା ୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ମାତ୍ର ୫ ଦିନ ଭିତରେ ମହିଳାମାନେ ୮/୧୨ ଇଞ୍ଚ ସାଇଜର…

କଳାହାଣ୍ଡି ଜିଲାରେ ଚହଟିବ କଫି ଚାଷ

ଭବାନୀପାଟଣା,୧୩।୮(ଉତ୍ତମ କୁମାର ଦାଶ)କଫି ମହକରେ ପୁଣି ମହକିବ କଳାହାଣ୍ଡି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କଫି…

୫୦ଏକର ଜମିରେ ଚାଷ ନଷ୍ଟ

କେସିଙ୍ଗା,୧୩।୮(ତୁମେଶ୍ୱର ସାହୁ)ଓଡ଼ିଶା ଉଠାଜଳସେଚନ କର୍ପୋରେସନ କଳାହାଣ୍ଡି ପକ୍ଷରୁ କେସିଙ୍ଗା ବ୍ଲକର ଭମରମାଲ ଗ୍ରାମରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଉଠାଜଳସେଚନ ପ୍ରକଳ୍ପ କାମ ଚାଲିଛି। ନିର୍ମାଣ…

ପୂରଣ ହୋଇପାରୁନି ପ୍ରତିଶ୍ରୁତି

ନୂଆଗାଁ,୧୩ା୮(ବିଜୟ ତ୍ରିପାଠୀ )ପୂରଣ ହୋଇପାରୁନି ପ୍ରତିଶ୍ରୁତି। ଅସୁବିଧା ଭୋଗୁଛନ୍ତି ଲୋକେ। ସୁନ୍ଦରଗଡ଼ ଜିଲା ନୂଆଗଁା ଆଦିବାସୀ ଅଧ୍ୟୁଷିତ ବ୍ଲକ ପ୍ରତି ଅଣଦେଖା କରୁଛନ୍ତି ସରକାର ଓ ପ୍ରଶାସନ।…

ବ୍ଲକ୍‌ ଗ୍ରାଣ୍ଟ ହେବା ପରେ ବି ପରିଚାଳନାରେ ଅସଙ୍ଗତି

ତେନ୍ତୁଳିଖୁଣ୍ଟି, ୧୩।୮(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ୧୯୯୦ରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ। ଯୁକ୍ତ ୨ ବିଜ୍ଞାନ ଓ କଳା…