ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଧାନମେରା ସାହିର…

ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ଅଭିଯୋଗ

ହିଞ୍ଜିଳିକାଟୁ ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳିକାଟୁ ମୁନିସିପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ ହୋଇଛି।…

୨ ଦିନରେ ୪ ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା

ପାଟଣା,୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ରାଇଡ଼ିହା ବିଟ୍‌ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତା ଗୁରୁବାର ରାତିରେ ଉତ୍ପାତ କରିଛି। ଏହି ବିଟ୍‌ ଅଧୀନ ପୁରୁଣା…

ସ୍ବର୍ଣ୍ଣ ପଦକ ପାଇଁ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ

ହାଙ୍ଗ୍‌ଝୋ,୬ା୧୦: ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁ ଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ…

ଟ୍ରକ୍‌ ଧକ୍କାରେ ବାପାଙ୍କ ମୃତ୍ୟୁ, ଶିଶୁ ଗୁରୁତର

ବଡବିଲ,୬।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କାଶିଆ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

୭ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୭ ଜୀବନ, ୬୦ ଆହତ

ମୁମ୍ବାଇ,୬ା୧୦: ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଥିବା ଏକ ୭ ମହଲା ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଶିଶୁ ଥିବା…

ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ଚାନ୍ଦବାଲି,୬ା୧୦(ଅଶୋକ ପଣ୍ଡା/କିଶାନ ପାତ୍ର): ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡ଼ା ଗାଁ ପାଖରେ ବୈତରଣୀ ନଦୀପଠାରୁ ଶୁକ୍ରବାର ପୂର୍ବାହ୍ନରେ ଏକ ମଇଁଷିକୁ କୁମ୍ଭୀର ଝାମ୍ପି ନେଇଛି ।…

କାନ୍ଥ ଭାଙ୍ଗି ବୋହି ନେଲେ

କୁଚିଣ୍ଡା,୬ା୧୦(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ତୁରେଇ ଗ୍ରାମର ଏକ ତେଜରାତି ଦୋକାନରୁ ଚୋରି ଅଭିଯୋଗରେ ପୋଲିସ ତୁରେଇ ଗୁର୍ଲୁଗୁଡାର ଝୁନୁ ନାଏକଙ୍କୁ ଗିରଫ କରିଛି।…

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୬ା୧୦(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାରର ପରିବାହାଟ ନିକଟରେ ଥିବା ସାହୁ ଜୁଏଲେରୀ ଓ ୱାର୍କସପ୍‌ ନାମକ ଗହଣା ଦୋକାନରୁ ଗୁରୁବାର ବିଳମ୍ବିତ…

ବାପାଙ୍କୁ ବିକ୍ରି କରିବେ ୮ ବର୍ଷର ଝିଅ, ଘର ବାହାରେ ମାରିଲେ ପୋଷ୍ଟର

ବିଦେଶରେ ମା’ବାପା କିଛି କଲେ ପିଲା ପୋଲିସ ଡାକିବାର ନଜିର ରହିଛି। କିଛି ଏଭଳି ଘଟଣାକ୍ରମରେ ୮ ବର୍ଷର ଝିଅ ନିଜ ବାପାଙ୍କୁ ବିକ୍ରି କରିବାକୁ ବିଜ୍ଞାପନ…