ଡୋନାଲ୍ଡ ଟ୍ରମ୍ଫଙ୍କ ମଗ ସଟକୁ ନେଇ ପରିହାସ କଲେ ବାଇଡେନ

ଓ୍ବାଶିଂଟନ,୨୬।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ୨୦୨୦ ନିର୍ବାଚନକୁ ରଦ୍ଦ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗୁରୁବାର ଜର୍ଜିଆରେ ଆତ୍ମ ସମର୍ପଣ କରିଛନ୍ତି। ଏହି ସମୟରେ…

ମସ୍କୋ ନିକଟରେ ଡ୍ରୋନ ଆକ୍ରମଣ, ୩ ପ୍ରମୁଖ ବିମାନବନ୍ଦରର ଉଡାଣ ବାତିଲ

ମସ୍କୋ,୨୬।୮: ମସ୍କୋ ଉପରେ ଏକ ନୂତନ ଡ୍ରୋନ ଆକ୍ରମଣ ହୋଇଥିବା ରୁଷିଆ ଶନିବାର ସକାଳେ ସୂଚନା ଦେଇଛି। ମସ୍କୋ ମେୟର ସର୍ଗଇ ସୋବୟାନିନ କହିଛନ୍ତି ଯେ, ମସ୍କୋ…

ଚନ୍ଦ୍ରୟାନ-୩ ଅଭିଯାନରେ ସାମିଲ ଥିଲେ କନିକା ପୁଅ ଦେବଦତ୍ତ

ରାଜକନିକା,୨୬ା୮(ସଞ୍ଜୟ କୁମାର ଦାଶ): ଚନ୍ଦ୍ରୟାନ-୩ ସଫଳତାରେ ସାରା ଦେଶ ଉଲ୍ଲାସ ପାଳୁଛି। ସେହି ସମୟରେ ଏହି ଅଭିଯାନରେ ସାମିଲ ଥିବା ଓଡ଼ିଆ ପୁଅମାନଙ୍କର ଜ୍ଞାନକୌଶଳକୁ ନେଇ ଗର୍ବ…

ନୌସେନାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୨ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ

ଓ୍ବାଶିଂଟନ୍‌,୨୬।୮: ଆମେରିକାର ସାମୁଦ୍ରିକ କର୍ପସ ଏଫ୍‌ / ଏ-୧୮ ହର୍ନେଟ ଯୁଦ୍ଧ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ସାନ ଡିଏଗୋ…

ବସୁଧା ଯୋଜନାରେ ମିଳୁନି ପାଣି

କାଏମା,୨୬ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍‌ ଅଧୀନ ବଡ଼କାଏମା ପଞ୍ଚାୟତର ଅନେକ ଗାଁ ପାଇପ୍‌ ଯୋଗେ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ପାନୀୟ ଜଳ…

ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଉଠିଲା ଦାବି

ଇସଲାମାବାଦ,୨୬।୮: ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ପଡୋଶୀ ଦେଶ ପାକିସ୍ତାନରେ ଏବେ ସାଧାରଣ ନିର୍ବାଚନ କରିବାକୁ ଦାବି ଜୋର ଧରିଲାଣି। ପୂର୍ବତନ…

ଗୋରୁ ମକା ଖାଇଦେବାରୁ ଗାୟାଳକଙ୍କୁ ହତ୍ୟା 

କନ୍ଧମାଳ,୨୬।୮:  ମକା ଫସଲ ଗୋରୁ ଖାଇଦେବାରୁ  ଗାୟାଳଙ୍କୁ ଗୁଳି କରି ହତ୍ୟା କଲେ ଜମି ମାଲିକ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା…

ପାଟନାଳିରେ କୁମ୍ଭୀର, ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୨୬ା୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବଳଦେବନଗର ଗ୍ରାମ ପାଖ ଏକ ପାଟନାଳିରେ ଗୁରୁବାର ସନ୍ଧ୍ୟାରେ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନ ବିଭାଗକୁ…

ଜି -୨୦ ସମ୍ମିଳନୀକୁ ନେଇ ପାର୍କିଂରେ ସମସ୍ୟା, ବାତିଲ ହୋଇପାରେ ୧୦୦୦ରୁ ଅଧିକ ଉଡାଣ

ନୂଆଦିଲ୍ଲୀ,୨୬।୮: ଜି -୨୦ ଶିଖର ସମ୍ମିଳନୀକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ଏକ ହଜାରରୁ ଅଧିକ ବିମାନ ବାତିଲ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ ବିମାନବନ୍ଦର ପାର୍କିଂ…

ଲକ୍ଷ୍ନୌରୁ ରାମେଶ୍ୱର ଯାଉଥିବା ଟ୍ରେନରେ ଲାଗିଲା ନିଆଁ, ୮ ମୃତ

ମଦୁରାଇ,୨୬।୮: ତାମିଲ ନାଡୁରେ ଏକ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଠାରେ ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନର ଏକ କୋଚରେ ନିଆଁକୁ ଲାଗି ଯାଇଥିଲା।…