ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲାନାହିଁ ପହୁଡ଼ ନୀତି, ଅନିଦ୍ରା ରହିଲେ ଶ୍ରୀଜୀଉ

ପୁରୀ, ୮।୯: ପୁରୀ ଶ୍ରୀମନ୍ଦିରରେ ଗୁରୁବାର ରାତିରେ ମହାପ୍ରଭୁ ସାରା ରାତି ଅନିଦ୍ରା ରହିଛନ୍ତି। ଗୁରୁବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନାହିଁ । ନନ୍ଦୋତ୍ସବ…

‘ଭୂ-ରାଜନୈତିକ ବିବାଦକୁ ଶେଷ କରିବାକୁ ଯଥା ସମ୍ଭବ ପଦକ୍ଷେପ ନେବ ଭାରତ’, ଆଶା ପ୍ରକଟ କଲେ ଜାତିସଂଘ ମହାସଚିବ

ଜାକର୍ତ୍ତା,୮।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥି ସହ ବର୍ତ୍ତମାନର ଭୌଗୋଳିକ…

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଧୋନିଙ୍କ ପ୍ରଶଂସକ, ମାହିଙ୍କ ସହ ଖେଳିଲେ ଗଲ୍ଫ

ଓ୍ବାଶିଂଟନ୍‌,୮।୯: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ଧୋନି କ୍ରିକେଟ ଜଗତରେ…

କାନାଡାରେ ଆଉ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ ଖଲିସ୍ତାନ ସମର୍ଥକ

ଓଟଓ୍ବା,୮।୯: କାନାଡାର ଖାଲିସ୍ତାନ ଉଗ୍ରବାଦୀମାନେ ହିନ୍ଦୁ ମନ୍ଦିରକୁ କ୍ରମାଗତ ଭାବରେ ଟାର୍ଗେଟ କରୁଛନ୍ତି। ସଦ୍ୟତମ ମାମଲା କାନାଡାର ବ୍ରିଟିଶ କଲମ୍ବିଆର ସୁରେଇ ସହରରୁ ଆସିଛି ଯେଉଁଠାରେ ଏହାର…

ଅମିତାଭ ବଚ୍ଚନଙ୍କ ପରେ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍‌, ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କଲେ ଜୟ ଶାହା

ନୂଆଦିଲ୍ଲୀ,୮।୯: ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ନଭେମ୍ବର ୧୯ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଏହି ବିଶ୍ୱକପକୁ ସ୍ବତନ୍ତ୍ର କରିବା ପାଇଁ ବିସିସିଆଇ ଏକ ଅଭିଯାନ ଆରମ୍ଭ କରିଛି।…

ଜି -୨୦ ବେଳେ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ସୂଚନାନୁସାରେ, ଯେଉଁମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାସାମ୍ନି ଆଲୋଚନା…

ଏହି କଥା ଉପରେ ଆମେରିକା ଏବଂ ସାଉଦି ଆରବ ସହ ଆଲୋଚନା କରିବ ଭାରତ

ନୂଆଦିଲ୍ଲୀ/ଆମେରିକା,୮ା୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିସହିତ ବାଇଡେନ ସାଉଦି…

ଜି -୨୦ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦେବେ ଗୌଡାଙ୍କୁ ପଠାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୯ଏବଂ ୧୦ରେ ଜି -୨୦ଶିଖର ସମ୍ମିଳନୀ ଆୟୋଜନ ହେବା ନେଇ ଜାତୀୟ ରାଜଧାନୀକୁ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହି ମେଗା ଇଭେଣ୍ଟରେ ଭାଗ…

ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ଟକ୍କର ଦେବେ ଏହି ମୂଳ ଭାରତୀୟ ବାସିନ୍ଦା ପ୍ରାର୍ଥୀ!

ଓ୍ବାଶିଂଟନ,୮।୯: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନେକ ପ୍ରାର୍ଥୀ ନିଜର ଦାବି ଉପସ୍ଥାପନ କରୁଛନ୍ତି। ବିରୋଧୀ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ…

ସିସିଟିଭି ଲାଗିଲା, ସୁବିଧା ମିଳିଲାନି

ରାଉରକେଲା,୮ା୯(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲାର ପ୍ରତ୍ୟେକ ଛକ ଓ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କରେ (ସର୍ଭିଲାନ୍ସ ସିଷ୍ଟମ) ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ସହରରେ ଟ୍ରାଫିକ ସୁପରିଚାଳନା,…