ସିଜେଆଇ ଭାବେ ୧ ବର୍ଷ ପୂରଣ କଲେ ଜଷ୍ଟିସ୍‌ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୯ା୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଗୁରୁବାର ବର୍ଷେ ପୂରଣ କରିଛନ୍ତି। ଦେଶର ନାଗରିକମାନଙ୍କ ପାଇଁ ନ୍ୟାୟପାଳିକା ରହିଛି ଓ ସବୁବେଳେ…

ଗାଜାରେ ଏବେ ଲୋକଙ୍କ ଘରେ ମଣିଷ ନୁହେଁ ଗଚ୍ଛିତ ରହୁଛି ଅସ୍ତ୍ରଶସ୍ତ୍ର

ଗାଜା ପଟ୍ଟି,୯।୧୧: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୩୫ ଦିନ ହେବାକୁ ଯାଉଛି। ଗାଜା ସହରକୁ ଦୁଇ ଭାଗ କରିବା ପରେ ଇସ୍ରାଏଲ ସେନା ହମାସ ବିରୁଦ୍ଧରେ ଯୁଦ୍ଧ…

ଆମେରିକାର ଜିମ୍‌ରେ ଭାରତୀୟ ଛାତ୍ରଙ୍କୁ ଛୁରିଭୁସି ହତ୍ୟା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୯ା୧୧: ଆମେରିକାର ଚିକାଗୋ ସହର ଇଣ୍ଡିଆନାରେ ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ରଙ୍କୁ ଗତ ୨୯ ତାରିଖରେ ଛୁରିଭୁସି ଆକ୍ରମଣ କରାଯାଇଥିଲା। ଛାତ୍ର ଜଣକ ଗୁରୁତର ଅବସ୍ଥାରେ…

ପିଲାଙ୍କୁ କାଶ ହେଉଥିଲେ ମାତାପିତା ନିଅନ୍ତୁ ବିଶେଷ ଯତ୍ନ

ଅନେକ କାରଣରୁ ପିଲାମାନଙ୍କର କାଶ ହୋଇପାରେ - ପାଣିପାଗ ପରିବର୍ତ୍ତନ, ଥଣ୍ଡା-ଗରମ, ଭାଇରାଲ ସଂକ୍ରମଣ, ଆଲର୍ଜି, ଧୂଳି-ମାଟି, ପ୍ରଦୂଷଣ ଇତ୍ୟାଦି। କିନ୍ତୁ ଯେତେବେଳେ ପିଲାମାନଙ୍କ ନିକଟରେ ୨-୩…

ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୯।୧୧: ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ଲ୍ୟୋଡ ଅଷ୍ଟିନ ଗୁରୁବାର ଦିନ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହାରି…

ଟ୍ରଲର ଚାପାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବଡବିଲ,୯।୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଧୀନ ତୋପାଡିହି ନିକଟରେ ଗୁରୁବାର ସାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ଚାପାରେ ଜଣେ…

ପାର୍ବଣ ଋତୁରେ ଚାହିଦା ବୃଦ୍ଧି ଏବଂ ଜିଏସଟି ସଂଗ୍ରହରେ ବୃଦ୍ଧି ହେତୁ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ: ମୁଡିସ୍

ନୂଆଦିଲ୍ଲୀ,୯।୧୧: ଚଳିତ ବର୍ଷ ୨୦୨୩ ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ବୋଲି ଆକଳନ କରାଯାଇଛି। ୨୦୨୪ ମସିହାରେ ମଧ୍ୟ ଅଭିବୃଦ୍ଧି ହାର ୬.୧…

ନୀତୀଶଙ୍କ ବୟାନକୁ ନେଇ ପଛଘୁଞ୍ଚା ଦେଉଛି ବିରୋଧୀ ମେଣ୍ଟ, କଂଗ୍ରେସ ଚୁପ

ନୂଆଦିଲ୍ଲୀ,୯।୧୧: ବିହାର ବିଧାନସଭାରେ ପ୍ରଜନନ ହାର ସମ୍ପର୍କରେ ବୟାନ ଦେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସବୁ ଦିଗରୁ ଆକ୍ରମଣ କରାଯାଉଛି। ଭାଜପା ଏବଂ ଏହାର ସହଯୋଗୀମାନେ…

ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର

ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍‌ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ…

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନରେ ଉତ୍ତେଜନା, ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ଇସ୍ତଫା ସ୍ବୀକାର କଲା ପିସିବି

ଇସଲାମବାଦ,୯।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଛି। ଏହି ସମୟରେ ଦେଶର କ୍ରିକେଟ ବୋର୍ଡ ପୂର୍ବତନ ଅଧିନାୟକଙ୍କ…