ମୋତେ ଗିରଫ କରାଗଲେ ବି ଦିଲ୍ଳୀରେ ଏଏପି ହିଁ ଜିତିବ ନିର୍ବାଚନ: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)ଜିତିବ। ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଶୁକ୍ରବାର କହିଛନ୍ତି ଯେ…

୮ମିଲିୟନ ଟନ୍‌କୁ ବୃଦ୍ଧିହେବ ଟାଟା ଷ୍ଟିଲ୍‌ କଳିଙ୍ଗନଗର

ଭୁବନେଶ୍ୱର, ୧୮।୧୧: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ‘ଟାଟା ଷ୍ଟିଲ’ (ଟାଟା ଗ୍ରୁପ୍‌)ର ଓଡ଼ିଶା ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର ୟୁନିଟ୍‌ ପରିଚାଳନାର ଉଲ୍ଲେଖନୀୟ ୮ମ…

ବଜାରରେ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌-ଶିଫ୍ଟ ଏଏମ୍‌ଟି

ଭୁବନେଶ୍ୱର, ୧୮।୧୧: ନିଶାନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ଏସ୍‌ୟୁଭି ‘ଅଲ୍‌ ନ୍ୟୁ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌ ଶିଫ୍ଟ ଏଏମ୍‌ଟିର ସର୍ବଭାରତୀୟ ଉନ୍ମୋଚନ…

ପେନ୍‌ସନ କଭରେଜ୍‌ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୧: ଦେଶର ପ୍ରମୁଖ ନିୟାମକ ପ୍ରାଧିକରଣ ପେନ୍‌ସନ ଫଣ୍ଡ ରେଗୁଲାଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଜାତୀୟ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌)…

୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଉତ୍ତରାଖଣ୍ଡ ଟୁରିଜମ୍‌ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍‌ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ…

ଓଡ଼ିଶା: କ୍ରୀଡ଼ା ଦୃଶ୍ୟପଟରେ ପରିବର୍ତ୍ତନ, ଆଥ୍‌ଲେଟିକ୍ସ ସଶକ୍ତୀକରଣ

ଭୁବନେଶ୍ୱର, ୧୮।୧୧(ବିଜୟ ରଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ରାଜ୍ୟ କ୍ରୀଡ଼ା ବଜେଟରେ ୧୩୦୦ କୋଟି…

ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଲାନ୍‌ସେଟ୍‌ର ଇ-କ୍ଲିନିକାଲ ମେଡିସିନ୍‌ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ…

ମାସିକ ନ୍ୟୁଜ୍‌ ଲେଟର ଆରମ୍ଭ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟ ଓ ସଫଳତାର ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ମାସିକ ନ୍ୟୁଜ୍‌ ଲେଟର ଶୁଭାରମ୍ଭ କରିଛନ୍ତି। ଏହାର ଉଦ୍‌ଘାଟନୀ ସଂସ୍କରଣର…

ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ଭାରତର ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ରବିବାର ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏଥର କିଏ ଚାମ୍ପିଅନ ହେବ ଜାଣିବା ପାଇଁ ଆଉ ଗୋଟିଏ…

ଆତ୍ମୀୟଙ୍କ ସନ୍ଧାନରେ ନୟାନ୍ତ

ଗାଜା ସିଟି/ଜେରୁଜେଲମ୍‌,୧୮ା୧୧: ଇସ୍ରାଏଲର ହମାସ୍‌ ବିରୋଧୀ ଯୁଦ୍ଧକୁ ୫ ସପ୍ତାହରୁ ଅଧିକ ସମୟ ବିତିଯାଇଥିବାବେଳେ ରାସ୍ତାଘାଟ, ହସ୍ପିଟାଲ ସବୁକିଛି ପାଲଟିଯାଇଛି ଶ୍ମଶାନ। ଇସ୍ରାଏଲର ମିଶାଇଲ ମାଡ଼ରେ ନିହତ ହୋଇଥିବା…