ବୋଲରଙ୍କ ପାଇଁ ଆଇସିସି ଆଣିଲା ନୂଆ ନିୟମ, ଭୁଲ କଲେ ପାଞ୍ଚ ରନ୍ ପେନାଲ୍ଟି

ନୂଆଦିଲ୍ଲୀ,୨୧।୧୧: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ୱାରା ଏକ ନୂତନ ନିୟମ ପ୍ରଣୟନ କରାଯାଇଛି ଯାହା ବୋଲିଂ ଦଳ ପାଇଁ ଅସୁବିଧା ସୃଷ୍ଟି କରିବ। ଏହି ନୂତନ ନିୟମଗୁଡିକ…

କିଆରାଙ୍କୁ ବିବାହ କରିବା ପରେ ବଦଳିଯାଇଛି ମୋ’ ଜୀବନ: ସିଦ୍ଧାର୍ଥ

ବମ୍ବେ: ବିବାହ ପରେ ବଦଳିଗଲେଣି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ଏକଥା ଆମେ ନୁହେଁ, ଅଭିନେତା ନିଜେ କହିଛନ୍ତି। ଲୋକପ୍ରିୟ ଚାଟ୍‌ ଶୋ’ ‘କଫି ଉଇଥ୍‌ କରନ୍‌…

ଭୁଲ ବିଜ୍ଞାପନ ଦେଇ ଭ୍ରମିତ କର ନାହିଁ: ପତଞ୍ଜଳିକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ…

ନୂଆଦିଲ୍ଲୀ,୨୧।୧୧ : ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୌଣସି ବିଭ୍ରାନ୍ତିକର ଭୁଲ ବିଜ୍ଞାପନ କିମ୍ବା ମିଥ୍ୟା…

ପାକିସ୍ତାନରେ ଟିମ ଇଣ୍ଡିଆର ଜୟଜୟକାର…

ଇସଲାମାବାଦ,୨୧।୧୧ : ଭାରତୀୟ କ୍ରିକେଟ ଦଳର ୨୦୨୩ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ପଦ୍ଧତିକୁ ପ୍ରଶଂସା କରାଯାଉଛି। ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରାମ ଭାରତୀୟ କ୍ରିକେଟର…

ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ନେଇ ଦାବି

ଛତ୍ରପୁର,୨୧।୧୧(ସନ୍ତୋଷପାଢ଼ୀ, ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ଲାଗି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି। ଏ ନେଇ…

‘ଧରିତ୍ରୀକୁ ୫୦ ବର୍ଷ ନୁହେଁ ଏମିତି ୧୦୦ ବର୍ଷ ପୁରୁଥାଉ’ – ସନ୍ତୁ ନିଜେ

'ଧରିତ୍ରୀକୁ ୫୦ ବର୍ଷ ନୁହେଁ ଏମିତି ୧୦୦ ବର୍ଷ ପୁରୁଥାଉ। ଧରିତ୍ରୀ ଆମକୁ ଏମିତି ନିଛକ ଖବର ସବୁବେଳେ ଦେଉଥାଉ।' ବୋଲି କହିବା ସହ ଧରିତ୍ରୀର ୫୦…

୨୦୨୩ ଶ୍ରେଷ୍ଠ ଟିମ୍‌ ତାଲିକାରେ ନାହାନ୍ତି ବୁମରା…

ମୁମ୍ବାଇ,୨୧।୧୧ : ବିଶ୍ୱକପ ୨୦୨୩ଶେଷ ହୋଇଛି। ଅଷ୍ଟ୍ରେଲିଆ ଟାଇଟଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଟ୍ରଫି କବଜା କରିଛି। ଅନେକ ଖେଳାଳି…

ସଚିନ ନୁହନ୍ତି କୋହଲି ହେଉଛନ୍ତି ମହାନ କ୍ରିକେଟର: ବ୍ରେଟ ଲିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୧।୧୧ : ବିଶ୍ୱକପ ଟ୍ରଫି ଜିତିବାର ଭାରତୀୟ ଦଳର ସ୍ବପ୍ନ ପୁଣି ଥରେ ପୂରଣ ହୋଇନାହିଁ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଥର ଟାଇଟଲ ଜିତିବାର…

ରାଶିଫଳ: ବୁଧବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ ଦୀର୍ଘଦିନ ହେଲା ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ଆନ୍ଦୋଳିତ କରିବ। ପରକୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ। ବନ୍ଧୁଙ୍କ…

ଉପବାଚସ୍ପତି ପ୍ରାର୍ଥୀଙ୍କୁ ସାକ୍ଷାତ କଲେ ସୋରଡା ବିଧାୟକ

ସୋରଡ଼ା,୨୧।୧୧(ଲମ୍ବୋଦର ପାଣିଗ୍ରାହୀ ): ରାଜ୍ୟ ଉପବାଚସ୍ପତି ପ୍ରାର୍ଥୀ ତଥା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମଙ୍ଗଳବାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି।…