ବୁମ୍‌ରାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟାଟସକୁ ନେଇ ବଢିଲା ଚର୍ଚ୍ଚା: କହିଲେ, ବେଳେବେଳେ ଚୁପ୍‌ ରହିବା…

ମୁମ୍ବାଇ,୨୮।୧୧: ଭାରତୀୟ କ୍ରିକେଟ ଦଳର ତଥା ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବିଶେଷ ବୋଲର ଜସପ୍ରୀତ ବୁମ୍‌ରା ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ୍‌ ପୋଷ୍ଟ କରିଛନ୍ତି। ଏହାକୁ…

ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ ବେଶ…

ପ୍ରଥମ UPI ଟ୍ରାନ୍ସଫର ୨,୦୦୦ ରୁ ଅଧିକ ହେଲେ ୪ ଘଣ୍ଟା ବିଳମ୍ବ ସମ୍ଭାବନା, ଠକେଇକୁ ରୋକିବା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ,୨୭ା୧୧: ଭାରତରେ ଏବେ ଅନଲାଇନ କାରବାର ବଢିଚାଲିଥିବା ବେଳେ ଠକାମୀ ମଧ୍ୟ ବୃଦ୍ଧି ପାଇଛି। ଅନଲାଇନ୍ ପେମେଣ୍ଟ ଠକେଇ ରୋକିବା ପାଇଁ ସରକାର ଦୁଇ ଜଣଙ୍କ ମଧ୍ୟରେ…

ବିଜ୍‌ନେସ୍‌ ଦୁନିଆରେ ପାଦ ରଖିଲେ ଗୋଲଡେନ୍‌ ବୟ

ନୂଆଦିଲ୍ଲୀ,୨୮।୧୧:ଭାରତର ଗୋଲଡେନ୍‌ ବୟ ନୀରଜ ଚୋପ୍ରା ବିଜ୍‌ନେସ୍‌ ଦୁନିଆରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ଏକ ଓଟିଟି ଷ୍ଟାର୍ଟଅପରେ ବିନିଯୋଗ କରି ନିଜର ବ୍ୟବସାୟ ଯାତ୍ରା ଆରମ୍ଭ…

ପାନୀୟ ଜଳ ହେଉଛି ବିଷାକ୍ତ

ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ ଖାଲଖମା…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ ଭାବେ…

ଆଖିରେ, କାନରେ ଆଘାତ ଲାଗିଥିବା ଦେଖି ଚିନ୍ତାରେ କୋହଲିଙ୍କ ପ୍ରଶଂସକ, ଜାଣନ୍ତୁ ଏହି ଭାଇରାଲ ଫଟୋର ସତ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ବିରାଟ କୋହଲିଙ୍କ ଆଖି ଏବଂ ନାକରେ ଗଭୀର ଆଘାତ ଲାଗିଥିବା…

ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର କିଛି…

”ରାହୁଲଙ୍କୁ ହଇରାଣ କରୁଥିବ ଏକୁଟିଆପଣ, କିଛି ଅସୁବିଧା ହେଲେ କହିବେ”: ଅସଦୁଦ୍ଦିନ ଓୱାଇସି

ତେଲଙ୍ଗାନା,୨୮।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ ତାରିଖରେ ମତଦାନ ହେବ। ଏହା ପୂର୍ବରୁ ସମସ୍ତ ଦଳ ପ୍ରଚାରରେ ଜୋର ଦେଇ ପରସ୍ପର ଉପରେ ଆକ୍ରମଣ…

ରିଲିଜ କରିଥିଲା ଗୁଜରାଟ ଟାଇଟନ୍ସ, ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଶତକ ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର

ବମ୍ବେ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ…