ବାଣ ଫୁଟି ଯଜ୍ଞମଣ୍ଡପରେ ଲାଗିଲା ନିଆଁ

ଛତ୍ରପୁର,୮ା୧୨(ଦିଲ୍ଲୀପ ସାମଲ): କାଳୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ  ନିଆଁ ଲାଗିଯାଇଥିଲା। ବାଣ ଫୁଟି ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଯଜ୍ଞମଣ୍ଡପ ଜଳିଗଲା। ଗଞ୍ଜାମ ଜିଲା ଚମାଖଣ୍ଡି…

ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ,୮।୧୨: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)।…

୩ ରାଜ୍ୟରେ ରିସେପଶନ, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ, ଭାଜପା ବିଧାୟକ ଭବ୍ୟ ବିଶ୍ନୋଇଙ୍କୁ ବିବାହ କରିବେ ଆଇଏଏସ ପରି

ନୂଆଦିଲ୍ଲୀ,୮।୧୨: ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରି ବିଶ୍ନୋଇ ୨୨ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି, ଯାହାର ରିସେପଶନ ୩ ରାଜ୍ୟରେ ଦିଆଯିବ। ଭାଜପା…

ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍‌’ର ଟିଜର ରିଲିଜ୍‌

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଫାଇଟର୍‌’ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦର୍ଶକମାନେ ଉତ୍ସାହର ସହିତ ଏହି ଆକ୍ସନ…

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ ମୁଖ୍ୟ ଲାଲଡୁହୋମା

ନୂଆଦିଲ୍ଲୀ,୮।୧୨: ଜୋରାମ ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ନେତା ଲାଲଡୁହୋମା ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ରାଜଭବନରେ ଅନୁଷ୍ଠିତ…

ସଲମାନଙ୍କ ସହିତ ଏବେ କେମିତି ଅଛି କ୍ୟାଟ୍ରିନାଙ୍କ ସମ୍ପର୍କ, ଏନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଦବଙ୍ଗ ଖାନ୍‌ ସଲମାନଙ୍କ ଯୋଡ଼ିକୁ ପ୍ରଶଂସକ ଖୁବ୍‌ ପସନ୍ଦ କରନ୍ତି। ଆଜିକାଲି ଏହି ଯୋଡ଼ି ‘ଟାଇଗର-୩’କୁ ନେଇ ମଧ୍ୟ ଚର୍ଚ୍ଚାରେ…

ଫ୍ଲିପକାର୍ଟ ସେଲ ସମୟରେ ମହିଳାଙ୍କୁ ଦେଇଥିଲା ୯୬ ଟଙ୍କାର ମହଙ୍ଗା ସାମ୍ପୁ, କଞ୍ଜୁମର କୋର୍ଟ ଲଗାଇଲା ୨୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ,୮।୧୨: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିକ୍ରୟ ସମୟରେ ଜଣେ ମହିଳା ଗ୍ରାହକଙ୍କ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ୯୬ଟଙ୍କା ଅଧିକ ମୂଲ୍ୟରେ ସାମ୍ପୁ ବିକ୍ରି କରିବା ଅତ୍ୟନ୍ତ ମହଙ୍ଗା…

ବିଏସଏଫ୍‌ ଯବାନଙ୍କୁ ସଫଳତା, ଅମୃତସରରୁ ମିଳିଲା ପାକିସ୍ତାନୀ ଡ୍ରୋନ

ଅମୃତସର,୮।୧୨: ସୀମା ସୁରକ୍ଷା ବଳ (ବିଏସଏଫ୍‌) ଗୁରୁବାର ରାତିରେ ପଞ୍ଜାବ ପୋଲିସ ସହିତ ଅମୃତସର ଜିଲାର ଏକ ସୀମାନ୍ତ ଗ୍ରାମରେ ସର୍ଚ୍ଚ ଅପରେଶନ ବେଳେ ଏକ ପାକିସ୍ତାନୀ…

୧୦ ବର୍ଷରେ ବଦଳିଲେଣି ୩ ଅଧ୍ୟକ୍ଷ, ତଥାପି ବି କଂଗ୍ରେସକୁ ମିଳୁନି ବିଜୟର ଫର୍ମୁଲା

ନୂଆଦିଲ୍ଲୀ,୮।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମର ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ ପରାଜୟର ସମ୍ମୁଖୀନ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ…

ଅନ ଏୟାର ହେଉ ହେଉ ଅଭଦ୍ର ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ ପରେ ଜଣାପଡିଲା ସତ

ଲଣ୍ଡନ,୮।୧୨: ଆଙ୍କରିଂ କରିବା ସମସ୍ତଙ୍କ ପାର୍ଇ ସାଧାରଣତଃ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି। ସେହି ସମୟରେ ସେମାନଙ୍କୁ…