କଟକ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କଲେ ସୋମାଲିକା

କଟକ/ଜଗତ୍‌ସିଂହପୁର,୮ା୧୦(କାର୍ତ୍ତିକ ସାହୁ/ପ୍ରମୋଦ କୁମାର ନାୟକ)ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ ବିରୋଧ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାସ। ସୋମାଲିକା ଶନିବାର କଟକସ୍ଥିତ…

ନିର୍ଯାତନାର ଶିକାର ହୋଇଥିଲେ ୨ ବିବସ୍ତ୍ର ମହିଳା

ସୁନ୍ଦରଗଡ,୮ା୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସହର ଉପକଣ୍ଠ ଇବ୍‌ ନଦୀ ପୋଲ ଉପରେ ଶୁକ୍ରବାର ଉଲଗ୍ନ ହୋଇ ଚାଲି ଚାଲି ଯାଉଥିବା ୨ ଆଦିବାସୀ ମହିଳା ଉଦ୍ଧାର ଘଟଣା…

ସ୍କୁଲରେ ହେବ ସୋସିଆଲ ଅଡିଟ୍‌

ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସୋସିଆଲ ଅଡିଟ୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର…

ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗାଁ, ୮।୧୦(ସଂଗ୍ରାମ ପାଇକରାୟ)ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ଶନିବାର ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣକୁ ୫୦ (ଇୟୁଜିୟନ୍‌ ପ୍ରଜାତିର ୩୦…

୧୪ରେ ଖୋଲିବ ଶିମିଳିପାଳ

ବାରିପଦା, ୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ପରିବର୍ତ୍ତେ ଚଳିତ ମାସ ୧୪ ତାରିଖରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶନିବାର ବିଜ୍ଞପ୍ତି…

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ

ଭୁବନେଶ୍ୱର,୮ା୧୦(ଅନିଲ ଦାସ)୨୦୨୪ ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶୁଭ ଦେବେ। ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତ ୫୯୨୯ କୋଟି ଟଙ୍କାର…

ସ୍ତ୍ରୀ-ସ୍ବାମୀଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟଧିକ କ୍ରୁରତା: ହାଇକୋର୍ଟ…

ନୂଆଦିଲ୍ଲୀ,୭।୧୦ : ଛାଡପତ୍ର ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ବିବାହିତ ଦମ୍ପତିଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟନ୍ତ ନିଷ୍ଠୁରତା।…

ବାଣ ଦୋକାନରେ ବିସ୍ଫୋରଣ: ୧୦ ମୃତ…

ବେଙ୍ଗାଲୁରୁ,୭।୧୦ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁର ବାହାର ଅଞ୍ଚଳରେ ଥିବା ଅଟ୍ଟିବେଲି ଠାରେ…

ଅମିତଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ଅନିଲ ଦାସ): ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ଦିଆଯିବ। ଚାଇନାର ହାଙ୍ଗଝୋଠାରେ ଅନୁଷ୍ଠିତ ୧୯ତମ ଏସିଆନ ଗେମ୍ସରେ ଭାରତୀୟ ହକି…

ଚଳିତ ବର୍ଷର ଅନୁଦାନ ୩୫୧ କୋଟିକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର,୭ା୧୦(ଅନିଲ ଦାସ): ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ବ୍ୟୟବରାଦ କରାଯାଇଛି। ଏହି ଅନୁଦାନକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଆଦିବାସୀଙ୍କ…