ଚାଇନା ସୈନ୍ୟଙ୍କ କଥା ବୁଝିବା ପାଇଁ, ଭାରତୀୟ ଯବାନ ଶିଖିବେ ମାନ୍ଦାରିନ ଭାଷା…

ନୂଆଦିଲ୍ଲୀ,୮।୧୦: ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶର ସେବା କରୁଥିବା ଭାରତର ଟେରିଟେରାଲ ଆର୍ମି ଚଳିତ ବର୍ଷ ଏହାର ୭୫ ତମ ଉତ୍ସବ ପାଳନ କରୁଛି। ଏହି…

ପ୍ରତିଦିନ ଇସ୍ରୋ ଉପରେ ହେଉଛି ୧୦୦ରୁ ଅଧିକ ସାଇବର ଆକ୍ରମଣ: ଏସ୍‌ ସୋମନାଥ

କୋଚି,୮।୧୦: ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ସହ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଏଥିରୁ ବାଦ୍‌ ପଡ଼ିନାହିଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)। ଦେଶର…

ଇସ୍ରାଏଲ-ପାଲେଷ୍ଟାଇନ୍‌ ଲଢେଇ: ବିଫଳ ହୋଇଛି ଇସ୍ରାଏଲ ଗୁଇନ୍ଦା

ଜେରୁଜେଲମ,୮।୧୦: ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ର ଆକ୍ରମଣରେ ଥରି ଉଠିଛି ଗାଜା ବର୍ଡର। ଇସ୍ରାଏଲ ଉପରେ ହମାସ୍‌ର ରକେଟ ଆକ୍ରମଣରେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି।…

ବ୍ରିଟେନରେ ୧୦ ବର୍ଷ ପର୍ଯ୍ୟନ୍ତ ଘର ଭଡ଼ା ଦେଇ ପାରିବେନି ମୂଳ ଭାରତୀୟ…

ଲଣ୍ଡନ, ୮।୧୦: ବ୍ରିଟେନର ଜଣେ ମୂଳ ଭାରତୀୟ ୧୦ ବର୍ଷ ଘର ଭଡ଼ା ଦେଇ ପାରିବେନି। ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ବାସ୍ତବରେ ମୂଳ ଭାରତୀୟ…

ହମାସ୍‌ଙ୍କ ଶିବିରକୁ ଧ୍ୱଂସ କରିଦେବୁ: ନେତାନ୍ୟାହୁ

ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ କରିଛି। ଶନିବାର ଇସ୍ରାଏଲର ଅନେକ ସ୍ଥାନରେ ୫ହଜାରରୁ ଅଧିକ ମିସାଇଲ ମାଡ…

ଆଣ୍ଡାମାନ ସାଗରରେ ଭୂକମ୍ପ ଝଟ୍‌କା, ତିବ୍ରତା ୪.୩

ଆଣ୍ଡାମାନ,୮।୧୦: ଆଣ୍ଡାମାନ ସାଗରରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜୀ ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୩ ଥିବା ଜଣାପଡ଼ିଛି। ସକାଳ…

କଂଗ୍ରେସରେ ସୁନ୍ଦରଗଡ଼ ଜିଲାର ବିଜେଡି, ସିପିଏମ୍‌ କର୍ମୀ

ଭୁବନେଶ୍ୱର,୮।୧୦(ଅନିଲ ଦାସ): କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସିି) ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ…

ଟେକ୍ସଟାଇଲ ପାର୍କ ନ ଥିବାରୁ କପାଚାଷୀ ଉପକୃତ ହୋଇପାରୁନାହାନ୍ତି: ମନମୋହନ

ଭବାନୀପାଟଣା,୮।୧୦(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲା ଗସ୍ତରେ ଆସିଥିଲେ। ଶନିବାର ପୂର୍ବାହ୍ନରେ ଭବାନୀପାଟଣା ସର୍କିଟ ହାଉସଠାରେ ଜିଲା ଭାଜପା ପକ୍ଷରୁ…

ବିଜେଡି କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି

ଭୁବନେଶ୍ୱର,୮।୧୦(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାୟଗଡ଼ା, ବୌଦ୍ଧ ଏବଂ ଦେବଗଡ଼ ଜିଲା କମିଟିର ବିିଭିନ୍ନ…

ଭାରତୀୟ ମହିଳା ହକି ଦଳ ଖେଳାଳିଙ୍କୁ ୩ ଲକ୍ଷ ଲେଖାଏ ପୁରସ୍କାର

ଭୁବନେଶ୍ୱର, ୮। ୧୦(ସରୋଜ ଜେନା): ଏସିଆନ୍‌ ଗେମ୍ସ ୨୦୨୩ରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ…